Latest Odisha News

BREAKING NEWS

ଗରିବଙ୍କ ‘ମନ୍ କୀ ବାତ୍’ ଶୁଣିବେ ନବୀନ ସରକାର

ଭୁବନେଶ୍ୱର: ରାଜ୍ୟରେ ଗରିବୀ ଦୂରୀକାରଣ ହଟାଇବାକୁ ନବୀନ ସରକାର ନୂଆ ରଣନୀତି ଆପଣାଇଛନ୍ତି। ଦାରିଦ୍ର୍ୟ ଦୂରିକରଣ ପାଇଁ କେବଳ ଯୋଜନା କରିଦେଲେ ହେବନି କିପରି ଏହା କାର୍ଯ୍ୟକାରୀ ହେଉଛି ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ ଜାଣିବାକୁ ଗ୍ରାଉଣ୍ଡ ଜୀରୋକୁ ଓହ୍ଲାଇବେ ସରକାରୀ…

ଷ୍ଟାରବକ୍ସର ନୂଆ ସିଇଓ ଲକ୍ଷ୍ମଣ ନରସିଂହାନ୍

ଭୁବନେଶ୍ୱର: ଲୋକପ୍ରିୟ କଫି କମ୍ପାନୀ ଷ୍ଟାରବକ୍ସର ନୂଆ ସିଇଓ ଜଣେ ଭାରତୀୟ ବଂଶଜ ହୋଇଛନ୍ତି । ଷ୍ଟାରବକ୍ସ କର୍ପୋରେସନ୍ ଶୁକ୍ରବାର ଦିନ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହାନଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଚୟନ କରିଛି । ହାୱାର୍ଡ ସ୍କଲ୍ଟଜଙ୍କ…

ମସଜିଦ, ଚର୍ଚ୍ଚ ଭଳି ମନ୍ଦିରରୁ ସରକାରଙ୍କ ହସ୍ତକ୍ଷେପ ହଟାଇବାକୁ ସୁପ୍ରିମକୋର୍ଟରେ ଦାବି

ନୂଆଦିଲ୍ଲୀ: ସଂଖ୍ୟା ଲଘୁ ଧର୍ମାବଲମ୍ବୀଙ୍କ ପୂଜାସ୍ଥଳ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ସେହିପରି ହିନ୍ଦୂ ମନ୍ଦିର ବି ସରକାରଙ୍କ ନିୟନ୍ତ୍ରଣରୁ ବାହାରିବା ଦରକାର। ମନ୍ଦିର ମାନେ ସ୍ୱାଧୀନ ଭାବେ ପରିଚାଳିତ ହେବା ଦରକାର। ଯେଉଁ ଆଇନ୍ ଜରିଆରେ ମନ୍ଦିର ଗୁଡିକ ସରକାରଙ୍କ ଦ୍ୱାରା…

କୋଇଲା ଘୋଟାଲା: ଦିଲ୍ଲୀରୁ ଆସୁଛି ଇଡିର ଟିମ୍, ମମତାଙ୍କ ପୁତୁରାଙ୍କୁ କରିବ ଜେରା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିବାରେ ଲାଗିଛି। ଇଡି ଆଜି କୋଇଲା ଦୁର୍ନୀତି ମାମଲାରେ ଜେରା କରିବାକୁ ଅଭିଷେକ ବାନାର୍ଜୀଙ୍କୁ କୋଲକାତା ସ୍ଥିତ ଇଡି ଅଫିସକୁ ଡକାଇଛି। ଆଜି ସକାଳେ ଏହି ଜେରା ହେବ।…

ଭାଷା ଭାଗବତ : କୃତି ଓ ମୁଖାକୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୃତି ପାସୋରି, ମୁଖାକୃତି ପ୍ରତି ରଖିଲେ ବେଶି ପ୍ରୀତି ହୁଏ ଭାଷାର କେତେ କ୍ଷତି ବୁଝେନି ସ୍ତୁତିକାରୀ ବ୍ୟକ୍ତି କଲେ ମୁହଁର ଚିତ୍ରାଂକନ ବାସ୍ତବ ରୂପଠାରୁ ଭିନ୍ନ ଦିଶିବା ଯେଣୁ ସ୍ବାଭାବିକ ଅନାବଶ୍ୟକ ବେଶି ତର୍କ…

ଶୁକ୍ରବାର ଲୁଫ୍ଥାନ୍ସା ଏୟାରଲାଇନ୍ସର ୮୦୦ ବିମାନ ବାତିଲ

ଭୁବନେଶ୍ୱର: ଜର୍ମାନୀ ଏୟାରଲାଇନ୍ସ ଲୁଫ୍ଥାନ୍ସା ଶୁକ୍ରବାର ୮୦୦ ଟି ବିମାନ ବାତିଲ କରିଛି । ଲୁଫ୍ଥାନ୍ସାର ସମସ୍ତ ପାଇଲଟ ୟୁନିଅନ ଧର୍ମଘଟ କରିବାରୁ ଶୁକ୍ରବାର କମ୍ପାନୀ ତାର ପ୍ରାୟତଃ ସମସ୍ତ ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହେବେ…

କରୋନା ଜନ୍ତାରୁ ବାହାରି ପାରୁନି ଚୀନ: ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ‘ଚେଙ୍ଗଦୁ’ରେ ଲକଡାଉନ୍

ବେଜିଂ: ବିଭିନ୍ନ ଦେଶରେ କରୋନା ସଂକ୍ରମଣ କମିଯାଇଛି। କିନ୍ତୁ ଯେଉଁ ଦେଶରୁ ଏହି ଅଦୃଶ୍ୟ ଭୂତାଣୁ ଚିହ୍ନଟ ହୋଇଥିଲା ସେହିଦେଶ ଚୀନରେ ଏବେ ବି କରୋନା ସକ୍ରିୟ ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବିଭିନ୍ନ ପ୍ରାନ୍ତରେ ଏବେ ବଢୁଛି। ଚେଙ୍ଗଦୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ…

ଆସୁଛି ଦୁଇଟି ଲଘୁଚାପ, ପୁଣି ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ଦୁଇଟି ଲଘୁଚାପ । ଗୋଟିଏ ଆସନ୍ତା ୬ ତାରିଖ ବେଳକୁ ଏବଂ ଅନ୍ଯଟି ୧୩ ତାରିଖ ବେଳକୁ ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହା ପୂର୍ବରୁ ୪ ତାରିଖରୁ ରାଜ୍ୟରେ ପାଣିପାଗ ବଦଳିବ ବୋଲି ସୂଚନା ରହିଛି। ବନ୍ୟା ପରେ ପରେ ରାଜ୍ୟରୁ ବର୍ଷା ଗାଏବ ରହିଛି। ତେଣୁ ଆଭ୍ୟନ୍ତରୀଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧି କୂଳରେ ଅବସ୍ଥିତ ଚକ୍ରତୀର୍ଥ ପୂର୍ବରୁ ବାଙ୍କୀ ମୁହାଣ ନାମରେ ପରିଚିତ ଥିଲା। ବର୍ତ୍ତମାନ ସେ ନଦୀ ମାଳିନୀ…

ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାର କରୁଥିଲେ ତଦନ୍ତ !

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ହିମାଚଳ ପ୍ରଦେଶର ଜିତେନ୍ଦ୍ର କୁମାର । ସେ ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାର ବାସିନ୍ଦା । ଦିଲ୍ଲୀ ସ୍ଥିତ ଡିଫେନ୍ସ କଲୋନୀରେ ଥିବା ସରକାରୀ ଆବାସରେ ଏକୁଟିଆ ରହୁଥିଲେ। ତାଙ୍କ ପରିବାର ହିମାଚଳ ପ୍ରଦେଶରେ ରହୁଥିବା ସୂଚନା…