Latest Odisha News

BREAKING NEWS

ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାର କରୁଥିଲେ ତଦନ୍ତ !

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ହିମାଚଳ ପ୍ରଦେଶର ଜିତେନ୍ଦ୍ର କୁମାର । ସେ ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାର ବାସିନ୍ଦା । ଦିଲ୍ଲୀ ସ୍ଥିତ ଡିଫେନ୍ସ କଲୋନୀରେ ଥିବା ସରକାରୀ ଆବାସରେ ଏକୁଟିଆ ରହୁଥିଲେ। ତାଙ୍କ ପରିବାର ହିମାଚଳ ପ୍ରଦେଶରେ ରହୁଥିବା ସୂଚନା…

ଯୌନ ନିର୍ଯାତନା ମାମଲା, ଶିବମୂର୍ତ୍ତୀ ମୁରୁଗା ଶରଣରୁ ଗିରଫ

ବେଙ୍ଗାଲୁରୁ: ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁ ଗିରଫ । ଯୌନ ଶୋଷଣ ମାମଲାରେ ଗିରଫ ହୋଇଛନ୍ତି ଚିତ୍ରଦୂର୍ଗା ଜିଲ୍ଲାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗାର ମହନ୍ତ। ଗିରଫ ପୂର୍ବରୁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା । ନାବାଳିକାଙ୍କ ସମେତ ଅନେକ ପୀଡ଼ିତାଙ୍କ ସହିତ…

ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ, ୩୦ କୋଟି ଗଣିବେ ଜୋରିମାନା

ଭୁବନେଶ୍ୱର: ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ । ମୟୂରଭଞ୍ଜ ଜିଲ୍ଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ହୋଇଥିଲା । ଏହି ମାମଲା ଏନଜିଟି ନିକଟରେ ପହଞ୍ଚାଇଥିଲେ ରାଧାମୋହନ ସିଂହ। ପରେ ମାମଲାର ବିଚାର କରି ବାଲି ଉତ୍ତୋଳନ ପାଇଁ ଲିଜ ନେଇଥିବା ବ୍ୟକ୍ତିଙ୍କ ଉପରେ…

ଶ୍ରୀଲଙ୍କା ୨ ଉଇକେଟରେ ବାଂଲାଦେଶକୁ ହରାଇଲା

ଭୁବନେଶ୍ୱର : ଆଜି ପୁଣି ଏସିଆ କପରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିଛି। ଶ୍ରୀଳଙ୍କା ୨ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ଶେଷ ଓଭରରେ ଜିତିଛି ଶ୍ରୀଲଙ୍କା । https://twitter.com/ICC/status/1565398313746276353?s=20&t=MO_EQ-t8N7VbdPEyAuVxig…

ବିଜେଡି ଶାସନରେ ମହିଳା ଅସୁରକ୍ଷିତ : ବିଜେପି

ଭୁବନେଶ୍ୱର : ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି…

କାର ଦୁର୍ଘଟଣାରେ ପଂଜାବୀ ଗାୟକ ନିରଭରଙ୍କ ପରଲୋକ

ଚଣ୍ଡୀଗଡ: ପଞ୍ଜାବର ଆଉ ଜଣେ ଲୋକପ୍ରିୟ ଗାୟକ ନିରଭର ସିଂଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ନିରଭରଙ୍କ ମୃତ୍ୟୁ ପଞ୍ଜାବୀ ଶ୍ରୋତାଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି । ଦର୍ଦେ ଏ ଦିଲ, ଫେରାର ଡ୍ରିମ ଓ ହିକ ଠୋକ ପରି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ…

ମୋ ବସ୍‌ ଓ ମୋ ଇ-ରାଇଡକୁ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ  ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର…

ଜଣଙ୍କ ପରେ ଜଣେ ପୁତିନଙ୍କ ନିକଟତର ମୃତ୍ୟୁବରଣ କରୁଛନ୍ତି ରହସ୍ୟମୟ ଢ଼ଙ୍ଗରେ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅବସରରେ ଭ୍ଲାଡିମିର ପୁତିନଙ୍କ ନିକଟତର ଜଣଙ୍କ ପରେ ଜଣେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରୁଛନ୍ତି । ଯାହାକି ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚିନ୍ତାରେ ପକାଇଛି । ବୁଧବାର ଲୁକୋଇଲ ତେଲ କମ୍ପାନୀର ଚେୟାରମ୍ୟାନ ରବୀଲ ମାଗନୋଭଙ୍କ ମୃତ୍ୟୁ ଘଟିଛି । ରୋଗଗ୍ରସ୍ତ…

ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ଭୁବନେଶ୍ୱର : ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସେଥିରୁ…

ଟ୍ୱିଟ୍ ପୋଷ୍ଟ ଏଡ଼ିଟ୍ କରିହେବ, ଆସୁଛି ନୂଆ ଫିଚର !

ନୂଆଦିଲ୍ଲୀ: ଟ୍ୱିଟ୍ ପୋଷ୍ଟ ପରେ ଏଡିଟ୍ କରିବା ଫିଚର ନାହିଁ ଟ୍ୱିଟରରେ। ଏବେ ଏହି ଫିଚର ଟ୍ୱିଟର ଆଣିବାକୁ ଯାଉଛି ବୋଲି ସୂଚନା ରହିଛି। ଖୁବଶୀଘ୍ର ଟ୍ୱିଟର ଏହାର ୟୁଜରଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। କମ୍ପାନୀ ଟ୍ୱିଟର ୟୁଜରଙ୍କ ପାଇଁ ଏହି ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ଆଣିବ…