Latest Odisha News

BREAKING NEWS

ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। 'ମୋ ଗୁହାଳ'ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସରେ ଧରା ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ…

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଆଜି ଷଠି ଓଷା: ଭିନ୍ନ ଏକ ଓଡ଼ିଆ ପରମ୍ପରା

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା ବା ଷଠି ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ…

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।…

ବିଶିଷ୍ଟ ନାଟ୍ୟକାର ତଥା ଲେଖକ ଅକ୍ଷୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଦୂରଦର୍ଶନର ପୂର୍ବତନ ବରିଷ୍ଠ ପ୍ରଯୋଜକ ଅକ୍ଷୟ ମହାନ୍ତିଙ୍କ ପରଲୋକ ଘଟିଛି । ଶ୍ରୀ ମହାନ୍ତି ୮୩ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । ପୂର୍ବରୁ ସେ ନୂଆଦିଲ୍ଲୀ ମଣ୍ଡି ହାଉସର କାର୍ଯ୍ୟକ୍ରମ ମୁଖ୍ୟ ଭାବେ ଦାୟିତ୍ୱ ସଂପନ୍ନ କରିଛନ୍ତି । ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…

କ୍ୟାମ୍ପା କୋଲାକୁ ନେଇ ମାର୍କେଟରେ ଝଡ ସୃଷ୍ଟି କରିବା ଆଶାରେ ରିଲାୟନ୍ସ

ମୁମ୍ବାଇ: ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଭାରତୀୟ ସଫ୍ଟ ଡ୍ରିଙ୍କ (ମୃଦୁ ପାନୀୟ) ବଜାରରେ କ୍ୟାମ୍ପା କୋଲାକୁ ନେଇ ଝଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ଭାରତର ଏହି ପୁରୁଣା ବ୍ରାଣ୍ଡ ବଜାରରୁ ଗାଏବ ହୋଇ ଯାଇଥିଲା । ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏହାକୁ ପୁନଃ ପ୍ରବେଶ କରାଇ କୋକାକୋଲା ଓ…

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି' ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । Now that’s a surprise! 8 Nominations for our film Raati…

କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣା: ପରଜା ସଂପ୍ରଦାୟର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ପରଜା ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବ । ଏହି ସଂପ୍ରଦାୟର ସଦସ୍ୟ ମାନେ ପଦ୍ମ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣାରେ ଏଭଳି ଚେତାବନୀ ଦେଇଛନ୍ତି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ସମାଜସେବୀ ମମତା, କମଳାଙ୍କୁ ଜବରଦସ୍ତି…

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…