Latest Odisha News

BREAKING NEWS

ଟ୍ୱିଟ୍ ପୋଷ୍ଟ ଏଡ଼ିଟ୍ କରିହେବ, ଆସୁଛି ନୂଆ ଫିଚର !

ନୂଆଦିଲ୍ଲୀ: ଟ୍ୱିଟ୍ ପୋଷ୍ଟ ପରେ ଏଡିଟ୍ କରିବା ଫିଚର ନାହିଁ ଟ୍ୱିଟରରେ। ଏବେ ଏହି ଫିଚର ଟ୍ୱିଟର ଆଣିବାକୁ ଯାଉଛି ବୋଲି ସୂଚନା ରହିଛି। ଖୁବଶୀଘ୍ର ଟ୍ୱିଟର ଏହାର ୟୁଜରଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। କମ୍ପାନୀ ଟ୍ୱିଟର ୟୁଜରଙ୍କ ପାଇଁ ଏହି ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ଆଣିବ…

ଦକ୍ଷିଣ ଭାରତ ପ୍ରଡ୍ୟୁସର ଚନ୍ଦ୍ରସେକରନଙ୍କୁ ବିବାହ କଲେ ମହାଲକ୍ଷ୍ମୀ

ମାଡ୍ରାସ: ପ୍ରେମ ଭଲପାଇବା ଛଡା ଆଉ କିଛି ଖୋଜେନି । ପୁନର୍ବାର ଏ ଭଳି ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଡ୍ୟୁସର ରବିନ୍ଦର ଚନ୍ଦ୍ରସେକରନ ଗୁରୁବାର ଲୋକପ୍ରିୟ ଟିଭି ଅଭିନେତ୍ରୀ ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ୨ଜଣ ପରସ୍ପରକୁ ଭଲ…

କାଳିଆ ଯୋଜନାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ସହାୟତା ଅର୍ଥ ବଣ୍ଟନ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ନୂଆଖାଇ ବାର୍ତ୍ତା ପଠାଇଛନ୍ତି । ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି…

ଚିନ୍ତାରେ ଚୀନ୍: ୧୯୮୬ ମସିହା ପରେ ସର୍ବନିମ୍ନ ବିବାହ ସଂଖ୍ୟା ରେକର୍ଡ

ବେଜିଂ: ଚୀନରେ ହ୍ରାସ ପାଉଥିବା ଜନ୍ମହାର ଏବଂ ହ୍ରାସ ପାଉଥିବା ଜନସଂଖ୍ୟା ମଧ୍ୟରେ ବିବାହକୁ ନେଇ ଏକ ଚକିତ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ସନ୍ତାନ ନୀତି ଲାଗୁ କରିଥିବା ଚୀନର ଲୋକେ ଏବେ ବିବାହ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ୨୦୨୧ରେ ଚୀନରେ ୩୬…

ସିଦ୍ଧୁ ମୁସେୱାଲା ମର୍ଡର କେସ: କେନିୟାରୁ ଗିରଫ ହେଲା ଲରେନ୍ସର ଭାଇ ଅନମୋଲ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ଗୁରୁବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଭାଇ ଅନମୋଲକୁ କେନିୟାରେ ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଆଜରବୈଜାନ ଓ କେନିୟାରୁ ୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ…

ଜାମିନ୍ ଖାରଜ, ଜେଲ୍ ଯିବେ ନୀତୀଶଙ୍କ ପୂର୍ବତନ ମନ୍ତ୍ରୀ !

ପାଟଣା: ବିହାରର ପୂର୍ବତନ ମନ୍ତ୍ରୀ କାର୍ତ୍ତିକ କୁମାର ଓରଫ କାର୍ତ୍ତିକେୟ କୁମାର ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଅପହରଣ ମାମଲାରେ ପାଟଣାର ଦାନପୁର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ଦର୍ଶାଇ କାର୍ତ୍ତିକ କୁମାରଙ୍କ ଜାମିନ ଆବେଦନକୁ ଏଡିଜେ କୋର୍ଟ…

ଅତ୍ୟଧିକ ମୋବାଇଲ, ଲାପଟପ୍ ବ୍ୟବହାର ଚର୍ମରେ ବାର୍ଧକ୍ୟ ସ୍ଥିତି ଆଣିବ !

ନୂଆଦିଲ୍ଲୀ: ଅତ୍ୟଧିକ ମୋବାଇଲ୍ ବ୍ୟବହାର ଯୋଗୁଁ ମେଦ ବହୁଳତା ଓ ମାନସିକ ସମସ୍ୟା ଦେଖା ଦେଇଛି। ଏବେ ଏକ ନୂଆ ଗବେଷଣାରୁ ଆଉ ଏକ ନୂଆ ସମସ୍ୟାକୁ ଚିହ୍ନଟ କରାଯାଇଛି। ଯାହାକି ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାକୁ ଆଧାର କରି କୁହାଯାଇଛି। ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି…

ଗତବର୍ଷ ତୁଳନାରେ ଏହି ବର୍ଷ ଆଦାୟ ହୋଇଛି ୨୮% ଅଧିକ ଜିଏସଟି

ନୂଆଦିଲ୍ଲୀ :  ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଜିଏସଟି ଆଦାୟ ୨୮% ଅଧିକ ହୋଇଛି  ।  ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୩୬୧୨ କୋଟି ଟଙ୍କାରେ ପହଞ୍ଚିଛି  । ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି।…

ବିଶିଷ୍ଟ ବ୍ୟକ୍ତିଙ୍କ ନୂଆଁଖାଇ ଉପଲକ୍ଷେ ଜୁହାର୍; ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସୁଖ ଶାନ୍ତି କାମନା କରିଛନ୍ତି ।…

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା…