ବାପାଙ୍କ ଶ୍ରାଦ୍ଧ ଦିନ ବିଚାରପତି ପୁଅଙ୍କ ଆତ୍ମହତ୍ୟା
ଯାଜପୁର (ହିମାଂଶୁ କୁମାର ପାଢ଼ୀ): କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। କଟକ ସ୍ଥିତ ସରକାରୀ ବାସଭବନରେ ଆଜି ଅପରାହ୍ନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛି ଦିନ ଧରି ସେ ଅବସାଦରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର…