Latest Odisha News

BREAKING NEWS

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।…

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

DL ବାତିଲ୍ ଭୟ ଦେଖାଇ ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇଥିଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଆୟୁଷ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରାବାହାଲ ପିଏଚସିର ମେଡିକାଲ୍ ଅଫିସର ତଥା ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ଡକ୍ଟର ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି…

ସାଲବିରାରେ ଡବଲ ମର୍ଡର । ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ : ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଖିଆଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ବି ହତ୍ୟା କରାଯାଇଛି । ଗାଁରେ ଦୁଇଟି ଦୁଇଟି ହତ୍ୟାକାଣ୍ଡ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ସାଲବିରା ଗାଁରେ। ସାଲବିରା…

ନ୍ୟାୟିକ ବିଳମ୍ବ; ଓଡିଶାର ବିଭିନ୍ନ ଅଦାଲତରେ ବିଚାରଧୀନ ପଡି ରହିଛି ୨.୬୭ଲକ୍ଷଟି ମାମଲା

ଭୁବନେଶ୍ୱର : ଦେଶରେ ନ୍ୟାୟିକ ବିଳମ୍ବ ଅତି ଗୁରୁତର ସମସ୍ୟା। ଏହାକୁ ନେଇ ଲୋକସଭରେ କେନ୍ଦ୍ର ଆଇନ ମନ୍ତ୍ରୀ ଅତି ସାଂଘାତିକ ତଥ୍ଯ ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟ ଅଦାଲତ ଗୁଡିକରେ ଦୀର୍ଘ ଦଶ ବର୍ଷ ଭିତରେ ୨.୬୭ ଲକ୍ଷରୁ ଅଧିକ ମାମଲା ପଡି ରହିଛି । କେନ୍ଦ୍ର ଆଇନ୍‍ ଏବଂ ନ୍ୟାୟ…

ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା…

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୭୧ %

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଜବାହର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ…

କବିତା : ମନେପଡ଼ ଯେବେ

ପ୍ରିୟମ୍ବଦା ସାମଲ  ଯେବେ ଯେବେ ତୁମେ ମନେପଡ଼ ମୋର ଖେଳେ ଦୁଃଖର ଲହରୀ ହୃଦୟ ବିଦାରି ଚକ୍ଷୁରୁ ମୋହର ଝରେ ଲୋତକର ବାରି। ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ ନୀରବେ ଆଖିର ଲୁହ ତୁମ ମିଠା କଥା ସତେକି ପୀୟୁଷ ନ ପାରେ ସମ୍ଭାଳି କୋହ। ଯେବେ ଯେବେ କିଛି ଭୁଲ କରୁଥାଏ ନପାରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଆଶାପୂର୍ଣ୍ଣ ନୟନରେ ଶ୍ରୀରାମ ହନୁମାନଙ୍କ ଉପରେ ଦୃଷ୍ଟି ପକାଇଲେ। ଯୋଜନବ୍ୟାପୀ ବିଶାଳ ସାଗରକୁ ଯେଉଁ ବୀର ହନୁମାନ ଲଙ୍ଘି ପାରିଥିଲେ, ତାଙ୍କ ପାଇଁ ସଂଜୀବନୀ ବୁଟି ଆଣିବା ସମ୍ଭବ ନିଶ୍ଚୟ। ଏହା ମଧ୍ୟରେ ଗୁପ୍ତଚର…

ଭାଷା ଭାଗବତ : ଭାଷାକୁ ଲୋଡ଼ା ସରଳତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ଅନେକ ଗ୍ରଂଥ, ବହି ପଢ଼ି ତହିଁରୁ ପଦାବଳି କାଢ଼ି ପୁନଶ୍ଚ ଲେଖିଲେ ସଜାଡ଼ି ଭାଷାଟେ ପାରେନାହିଁ ବଢ଼ି ପୂର୍ବଲିଖିତ ବାକ୍ୟାବଳି ଏବେ ବି ଲେଖି ଯାଉଁ ଚଳି ଏପରି ଲେଖିବା ଅଭ୍ଯାସ କରେନି ଭାଷାର ବିକାଶ ଅପ୍ରଚଳିତ ଶବ୍ଦ ଖୋଜି…