Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଗ୍ଲାଡିଏଟରର ସ୍ତ୍ରୀଲିଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୯  ଗ୍ଲାଡିଏଟର କହିଲେ ସାଧାରଣତଃ ପୁରୁଷ ବୀରମାନଙ୍କୁ ବୁଝାଏ ଯେଉଁମାନେ ରୋମାନ ସାମ୍ରାଜ୍ୟର ଆଦ୍ୟକାଳରେ ସମ୍ରାଟ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ହିଂସ୍ର ଜନ୍ତୁ ତଥା ମୃତ୍ୟୁଦଣ୍ଡାଦେଶପ୍ରାପ୍ତ ହୋଇଥିବା ଅପରାଧିଙ୍କ ସହିତ…

କବିତା : ନୀଳାଦ୍ରି ବିଜେ

ରମାକାନ୍ତ ନାୟକ ଭକ୍ତି ପ୍ରେମ ମାତୃତ୍ୱର ବାତ୍ସଲ୍ୟରେ ବନ୍ଧା ମୋ ହୃଦୟ ବୁଝିବି ବୁଝି ହୁଏନା କିଏ ଏହି ଜଗନ୍ନାଥ ରାଧାକୃଷ୍ଣ ନିବିଡ ହୃଦୟ ବନ୍ଧନେ ଅଛନ୍ତି ଏକ ଚିତ୍ତ ମନେ ରାଧା ସ୍ଵୟଂ ଜଗନ୍ନାଥ ଇଏ କଣ ସଂସାରର ଆଦି ମୂଳ ସୃଷ୍ଟି ଓ ବିଲୟ । ଅଶ୍ରୁ ସିକ୍ତ ନୟନରେ ଗୋପପୁର…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆଜି ସେହି ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି ପ୍ରଭୁ। ମୁଁ ଏଇଥିପାଇଁ ହସୁଛି ମୋର ଆରାଧ୍ୟ ମୋତେ ସ୍ଥାପନା କରିଛନ୍ତି। ଏଇ ଦେଖ ଦେବୀ ! ରାମଚନ୍ଦ୍ର ସେନା ସହିତ ଲଙ୍କାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର କ୍ଷୁଧା ନିବାରଣ ନିମିତ୍ତ…

ଭାଷା ଭାଗବତ : ଶବ୍ଦାଡ଼ଂବର ପ୍ରଦର୍ଶନୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪ ଶବ୍ଦାଡ଼ଂବର ପ୍ରଦର୍ଶନୀ କରଂତି ଅଳ୍ପ କିଛି ଜାଣି ତାଂକର ସୁମଧୁର ବାଣୀ ଦୁର୍ବୋଧ୍ୟତା ହିଁ ପାରେ ବୁଣି ଏପରି ଲେଖକ ଓ କବି ବାସ୍ତବତାର ଅନୁଭବୀ ନ ହୋଇ ଆଂକି ଶବ୍ଦଛବି ହୁଅଂତି ପ୍ରାୟ ଅପ୍ରଭାବୀ ଶବ୍ଦକୋଷଟି ପାଖେ ରଖି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଉପଵେଶନ କରିଥିବା ରତ୍ନସିଂହାସନ ବିଷୟରେ ଅଳ୍ପ ବହୁତେ କିଛି ଜାଣିଲେ। କିନ୍ତୁ ସର୍ବଦା ସେହି ରତ୍ନସିଂହାସନଙ୍କୁ ଅନାଇ ରହିଥିବା ଭକ୍ତଶିରୋମଣି ଗରୁଡ଼ଙ୍କ…

ଗୁଜରାଟ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟରେ ବର୍ଷା କରୁଛି ତାଣ୍ଡବ । ପ୍ରବଳ ବର୍ଷାରେ ଏପର୍ଯ୍ୟନ୍ତ 64 ଜଣଙ୍କର ମୃତୃୁ ହୋଇଥିବା କୁହାଯାଉଛି । ଅନେକ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରୁ ଲାେକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।  ସେହିପରି  ମଧ୍ୟପ୍ରଦେଶରେ ବର୍ଷା…

ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ

ପୁରୀ:  ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ…

ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ କୋଇଲା ପରିବହନ ପାଇଁ ମାର୍ଗ ପ୍ରଶସ୍ତ କରିବ ଏମସିଆରଏଲ ରେଳ କରିଡର

ଭୁବନେଶ୍ୱର: ତାଳଚେଳ କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି । ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।…

‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବ୍ଲୁମବରି ଦ୍ୱାରା ପ୍ରକାଶିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ…