ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି : ଏସ୍ଆରସି
ବାଲେଶ୍ବର: ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟରରେ ଜଳ…