କିଙ୍ଗ କୋହଲିଙ୍କୁ ବିଶ୍ରାମ
ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚରେ ହାତରେ ଥାଇ ଆଗୁଆ ସିରିଜ ଜିତି ନେଇଛି । ମଙ୍ଗଳବାର ଅନ୍ତିମ ମୁକାବିଲା ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ ପାଇଁ କିଙ୍ଗ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ପରିବାରକୁ ଭେଟିବା ପାଇଁ କୋହଲି…