ହେଟ ସ୍ପିଚ୍ ମାମଲାରେ ଓ୍ବାସିମ ରିଜଭିଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସସର୍ତ୍ତ ଜାମିନ
ହରିଦ୍ବାର: ଧର୍ମସଂସଦରେ ବିବାଦୀୟ ବକ୍ତବ୍ୟ ଦେଇ ଜେଲରେ ଥିବା ଓ୍ବାସିମ ରିଜଭିଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆସ୍ବସ୍ଥି ମିଳିଛି । ତାଙ୍କୁ ସସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୟୁପି ସିୟା ଓ୍ବାକ ଅଫ୍ ବୋର୍ଡର ପୂର୍ବତନ ସଭାପତି ଥିବା ରିଜଭି ହରିଦ୍ବାର ଧର୍ମ ସଂସଦରେ ହେଟ…