Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…

କବିତା : ଯେଉଁଠି ମୋ ପ୍ରିୟା ରହେ

ରାଜକିଶୋର ନାୟକ ଯେଉଁଠି ପ୍ରିୟା ମୋ ରହେ ନିଇତି ମଳୟ ଫୁଲର ମହକ ପ୍ରିୟା ଦେହ ଛୁଇଁ ଯାଏ ଫୁଲ ଫଗୁଣର ଘରଟିଏ ।୦। ଶୁଣିଛି ସେ ଘରେ ସୁନା ଝୁଲଣାରେ ପ୍ରିୟା ମୋର ଝୁଲୁ ଥାଏ ରୂପା ପଲଙ୍କରେ ଦୁଗ୍ଧ ଫେନ ଶେଜେ ଗହମ ନିଦରେ ଶୁଏ, ଡାକି ନାହିଁ କେବେ ତା ଫୁଲ ଘରକୁ ସତେ କେମିତିକା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୮ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଦେବାଳୟରେ ନାଗକନ୍ୟା ସୁଲୋଚନା ବିଷ୍ଣୁ ଆରାଧନାରେ ନିମଗ୍ନା। ପିତାଙ୍କ ଦ୍ୱାରା ଶାପିତା ହୋଇ ନାଗଲୋକରୁ ବିତାଡିତା ହେବା ପରେ ବିଷ୍ଣୁଙ୍କ ଶରଣରେ ରହିଛନ୍ତି। ମେଘନାଦର ଭୟରେ ଦେବରାଜ ଇନ୍ଦ୍ର…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

୯ରୁ ୯୦ ହେବ କଂଗ୍ରେସ, ୨୦୨୪ରେ ସରକାର ଗଢିବେ କହିଲେ ପିସିସି ସଭାପତି

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ କମବ୍ୟାକ କରିବ କଂଗ୍ରେସ । ୨୦୧୯ରେ ୯ଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ୨୦୨୪ ବେଳକୁ ଏହି ସଂଖ୍ୟା ୯୦ ଛୁଇଁବ । ନବ ନିଯୁକ୍ତ ପିସିସି ସଭାପତି ଏହା କହିଛନ୍ତି । ଆଉ ଏଥିପାଇଁ ସେ ରୋଡମ୍ୟାପ ପ୍ରସ୍ତୁତ କରିସାରିଥିବା କହିଛନ୍ତି ।…

ଦାବି ପୂରଣ ନହେଲେ ଆନ୍ଦୋଳନର ଧମକ ଦେଲେ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ଜୁଲାଇ ୧ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବସ୍ ମାଲିକ ସଂଘ । ଶନିବାର ଏଭଳି ଏକ ଚେତାବନୀ ଦେଇଛି ସଂଘ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ…

ଦନ୍ତାହାତୀର ଦାଦାଗିରି: ସକାଳେ ଯାହାକୁ ମାରିଲା, ସଂଧ୍ୟାରେ ସେହି ଶବକୁ ପୁଣି କଲା ଆକ୍ରମଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଦନ୍ତାହାତୀର ଆତଙ୍କକୁ ନେଇ ସମସ୍ତେ ଭୟଭୀତ । ସକାଳେ ଯେଉଁ ବୃଦ୍ଧଙ୍କୁ ଦଳି ମାରିଥିଲା ସେହି ଶବକୁ ସଂଧ୍ୟାରେ ଆସି ପୁଣି ଦଳି ଦେଇଛି । ଆଉ ଦନ୍ତାହାତୀର ଏପରି ରାଗ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି । ମୟୂରଭଞ୍ଜ ଜିଲ୍ଲା…

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ…

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର…