Latest Odisha News

BREAKING NEWS

‘୨୦୨୧-୨୨ ଶିକ୍ଷାବର୍ଷରେ ୭ ହଜାର ୭୧୭ ବାଳିକା ପାଠପଢ଼ା ଛାଡ଼ିଛନ୍ତି’

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ୭୧୭ ବାଳିକା (୧୧ରୁ ୧୪ ବର୍ଷ) ୨୦୨୧-୨୨ ଶିକ୍ଷାବର୍ଷରେ ପାଠ ପଢ଼ା ଛାଡ଼ିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟରେ ଏହା ଜଣାପଡ଼ିଛି। ସର୍ବାଧିକ ଡ୍ରପଆଉଟ୍ ବା ପାଠ ପଢିଥିବା ଛାତ୍ରୀ କଳାହାଣ୍ଡି (୨, ୩୭୩) ରହିଛି । ଏହାପରେ…

ଦେଶରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଆକ୍ରମଣ କରିବାକୁ ଧମକ ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଅଲକାଏଦା ମୁମ୍ବାଇ, ଦିଲ୍ଲୀ ଓ ଅନ୍ୟ ସହର ଉପରେ କରିପାରେ ଆତଙ୍କବାଦୀ ଆକ୍ରମଣ । ମୁସଲିମ ଧର୍ମଗୁରୁଙ୍କ ଉପରେ ଜଣେ ମହିଳା ବିଜେପି ନେତ୍ରୀ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଜୁନ୍ 6 ତାରିଖରେ ଏକ…

ଖେଳାଳି ଯିବା ବେଳେ ହେବ ଟ୍ରାଫିକ ସିଲ୍, ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ ଟିମ୍

ଭୁବନେଶ୍ୱର: ଆସନ୍ତା ଜୁନ ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ ଟିମ୍। ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏୟାରପୋର୍ଟରେ ଖେଳାଳି ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ନିଆଯିବ ମେ' ଫେୟାର ହୋଟେଲ ।ଫ୍ୟାନସଙ୍କ ଭିଡକୁ…

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର…

କୋଭିଡରେ ସେବା କାର୍ଯ୍ୟ ପାଇଁ ବ୍ରହ୍ମପୁରର ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: କୋଭିଡ ସମୟରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିବା ବ୍ୟବସାୟୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁସ୍ଥତା ପାଇଁ ନିୟମିତ ବାଲି ଖାଉଛନ୍ତି ବୃଦ୍ଧ

ବ୍ରହ୍ମପୁର: ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଗଞ୍ଜାମ ଜିଲାରେ ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ସୁସ୍ଥ ରହିବା ପାଇଁ ନିୟମିତ ବାଲି ଖାଉଛନ୍ତି। ଦିନେ କି ଦୁଇ ଦିନ ନୁହଁ, ବରଂ ଗତ ୪୦ ବର୍ଷ ସବୁଦିନ ବାଲି ଖାଉଛନ୍ତି। ତାଙ୍କୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ଚକିତ ହେଉଛି । ୬୮ ବର୍ଷୀୟ…

ଆତ୍ମଘାତୀ ବିସ୍ଫୋରଣର ଧମକ ଦେଲା ଅଲ କାଏଦା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ସମେତ ୪ଟି ରାଜ୍ୟରେ ଆତ୍ମଘାତୀ ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ଧମକ ଦେଇଛି । ଦିଲ୍ଲୀ, ମୁମ୍ବାଇ, ୟୁପି ଓ ଗୁଜରାଟରେ ବଡ ଧରଣର ବିସ୍ଫୋରଣ କରାଯିବ ବୋଲି ସେମାନେ କହିଛନ୍ତି । ଟିଭି ଡିବେଟ ଶୋରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ…

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚଙ୍କୁ ଏବେର ସରପଞ୍ଚଙ୍କ ଆକ୍ରମଣ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଗଞ୍ଜାମ ଜିଲାରେ ରାଜନୈତିକ ହିଂସା ଥମୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି । ସୋମବାର ରାତିରେ କୁକୁଡାଖଣ୍ଡି ବ୍ଳକ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଏବଂ ତାଙ୍କର ଦୁଇ…

ପ୍ରଫେଟଙ୍କୁ ଅପମାନ: ଭାରତରେ ଆତ୍ମଘାତୀ ବିସ୍ଫୋରଣ ଧମକ ଦେଲା ଅଲକାଏଦା

ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କୁ ଅପମାନ ଘଟଣାରେ ଅଲକାଏଦା ଭାରତର କିଛି ସ୍ଥାନରେ ସୁଇସାଇଡ ବିସ୍ଫୋରଣ କରିବାକୁ ଧମକ ଦେଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଖୁବ୍ ଶୀଘ୍ର ବିସ୍ପୋରଣ କରାଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା ।…

ମେଡିକାଲ ସାଇନ୍ସର ଚମତ୍କାରିତା: ଔଷଧରେ ଭଲ ହେଲା କ୍ୟାନସର

ୱାଶିଂଟନ: ମେଡିକାଲ ସାଇନ୍ସକୁ ଆଜି ଏକ ବହୁତ ବଡ ସଫଳତା ମିଳିଛି । ପରୀକ୍ଷଣ ଭାବେ ଔଷଧ ଦ୍ୱାରା କ୍ୟାନସର ରୋଗକୁ ଭଲ କରାଯାଇ ପାରିଛି । ପ୍ରାରମ୍ଭିକ ପରୀକ୍ଷାରେ ଏହି ସଫଳତା ଡାକ୍ତର ଏବଂ ଗବେଷକଙ୍କୁ ଉତ୍ସାହିତ କରିଛି । ଏହାର ପରବର୍ତୀ ପରୀକ୍ଷଣଗୁଡିକ ସଫଳ ହେଲେ କ୍ୟାନସର ସମସ୍ୟାରୁ ଏକ…