Latest Odisha News

BREAKING NEWS

ଆସାମରେ ବଢ଼ୁଛି ଜାପାନିଜ ଏନସେଫାଲାଇଟିସ ଆତଙ୍କ, ଗୋଟିଏ ମାସରେ ନେଲାଣି ୨୭ ଜୀବନ

ଗୌହାଟି: ଶନିବାର ଆସାମରେ ଜାପାନିଜ ଏନସେଫାଲାଇଟିସରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ, ଏହି ରୋଗ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଚଳିତ ମାସରେ ୨୭କୁ ବୃଦ୍ଧି ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟରେ ନଅଟି ନୂଆ ମାମଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୬ ଜୟ ଜଗନ୍ନାଥ, ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନ ସିଂହାସନ ଓ ଗରୁଡ଼ସ୍ତମ୍ଭ ବିଷୟରେ ଜାଣିବା ପରେ ସ୍ୱତଃ ମନକୁ ଆସନ୍ତି ଶ୍ରୀମନ୍ଦିର ବେଢା ରେ ଦୁଇଟି ସର୍ବ ପ୍ରାଚୀନତମ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ…

କ’ଣ ଏହି ‘ରାବିଡି ଯୋଜନା’, ଯାହାକୁ ନେଇ ମୋଦୀଙ୍କୁ ଜବାବ ଦେଲେ କେଜ୍ରିଓ୍ୱାଲ

ଲକ୍ଷ୍ନୌ: ଦେଶର ଭବିଷ୍ୟତ ନଷ୍ଟ କରୁଛି 'ରାବିଡି' ଯୋଜନା । ନିର୍ବାଚନ ବେଳେ ରାଜନୈତିକ ଦଳଙ୍କର ମାଗଣା ଯୋଜନାକୁ 'ରାବିଡି ଯୋଜନା' ସହ ତୁଳନା କରି ୟୁପିର ବୁନ୍ଦେଲଖଣ୍ଡର ଏକ୍ସପ୍ରେସ ଓ୍ୱେ ଉଦଘାଟନ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ରାଜନୈତିକ ଦଳ ମାଗଣା ଯୋଜନା ଜରିଆରେ ଭୋଟ୍…

କବିତା : ମୁଁ ଆଉ ତୁମେ

ରଶ୍ମିତା ଦାସ ମୁଁ ତ ଆତ୍ମହରା ପ୍ରେମର ତୃଷ୍ଣାରେ ତୁମେ ଭରପୁରା ପୁଷ୍କରଣୀ ଟେ । ମୁଁଯେ ଦିଗହରା ଏକାକୀ ପଥିକ ତୁମେ ପାନ୍ଥଶାଳା ସାହାରା ଟିଏ । ମୁଁ ଚୋରା ଚିଠିଟି ତୁମରି ପ୍ରେମର ତୁମେ ତ କୁହାଟ ଡାକବାଲାର ମୁଁଯେ ନିର୍ବାସିତା ଗୃହ ବନ୍ଦିନୀଟେ ତୁମେ ଅଦିନିଆ ବର୍ଷାର ଝର ।…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଶିଶୁ ଗଳ୍ପ : ବନ୍ଧୁ ହେବ ତ, ଏମିତି

ପ୍ରତିଭା ସାହୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି । ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ…

ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨ ମୂଳ ହିନ୍ଦୀ: ରାମକୁମାର  ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ…

ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀଙ୍କ ଆଭିମୁଖ୍ୟ ଆଜି ହୋଇପାରେ ସ୍ପଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ଯେଉଁ ଚକମା ବିରୋଧୀଙ୍କୁ ଦେଇଛି ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରି ବିଜେପି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ…

ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ …