Latest Odisha News

BREAKING NEWS

ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର

ଭୁବନେଶ୍ବର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ  ୨ଟି ସିଜିନ ରହିବା ପରେ କୋଚ୍ ପଦ ଛାଡ଼ିଛନ୍ତି ଓ୍ୱାସିମ୍ ଜାଫର । ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।  ୧୯ ବର୍ଷରୁ କମ୍ ବାଂଲାଦେଶ ଟିମ୍‌ର…

ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୦ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରାଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍)ର ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ…

ଜଗଦୀପ କିଏ ? ମମତାଙ୍କ ସହ କଣ ଥିଲା ବିବାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଗଣିତ ଯାହା ଅଛି ଆକଳନ ଅନୁସାରେ ସେ ନିଶ୍ଚୟ ବିଜୟଲାଭ କରିବେ । ଲୋକସଭା ଏବଂ ରାଜ୍ୟସଭାରେ ଏନଡିଏର ବହୁମତ ଥିବାରୁ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ହେବା ନିଶ୍ଚିତ । ତେବେ ସବୁଠୁ ଚର୍ଚାରେ…

ମାଆ ହେଲେ ଶାରାପୋଭା

ମସ୍କୋ: ରୁଷିଆର ମହାନ ଟେନିସ ତାରକା ତଥା ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ଶାରାପୋଭା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଶାରାପୋଭା ତାଙ୍କ ପୁଅର ନାମ ଥିଓଡର ରଖିଛନ୍ତି । ବ୍ରିଟେନର ବ୍ୟବସାୟର…

ଜଗଦୀପ ଧନଖଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

 ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ ।  ଜଗଦୀପ ଧନଖଡ଼ ହୋଇଛନ୍ତି ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ।  ବିଜେପି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଅଗଷ୍ଟ 6ରେ ଉପରାଷ୍ଟ୍ରପତି…

ଆଇପିଏଲ ଆଗରେ ନଇଁଲେ ଆଇସିସି, ପାକିସ୍ତାନ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶେଷରେ ଆଇପିଏଲ ଆଗରେ ନଇଁବାକୁ ବାଧ୍ୟ ହୋଇଛି । ପ୍ରତ୍ୟେକ ବର୍ଷ ଆଇପିଏଲ ପାଇଁ ଆଇସିସି ଅଢ଼େଇ ମାସର ୱିଣ୍ଡୋ ଦେବାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଇସିସିର ଏହି ନିଷ୍ପତି ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଇଛି । ପିସିବି ଏହାକୁ ବିରୋଧ…

ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ସଂଖ୍ୟା 7 କୁ ବଢିଲା

ରାୟଗଡ଼ା:  ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା 7ରେ ପହଁଚିଛି ।   ବିଗତ 2 ଦିନ ମଧ୍ୟରେ କାଶୀପୁର ବ୍ଲକରେ 6 ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ…

“ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!”

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି । କଥାଟି…

ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ, ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀ ଭୁବନେଶ୍ୱର କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିଏମସି ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି ଭୁବନେଶ୍ୱରରେ କୋଭିଡ୍…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍

https://www.youtube.com/watch?v=LQzUxA2sBN8 ୧) ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆରୁ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ…