Latest Odisha News

BREAKING NEWS

ଦୁଷ୍କର୍ମକୁ ପ୍ରଚାର କରୁଥିବା ‘ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ‘ଲେୟର ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟ୍ୱିଟର ଓ ୟୁଟୁବକୁ ନିର୍ଦ୍ଦେଶ ଦେଇଛି । ଏହି କମ୍ପାନୀର ଦୁଇଟି ଭିଡିଓ ନିକଟରେ ରିଲିଜ ହୋଇଥିଲା । ଯାହା ଟ୍ୱିଟର ଓ ୟୁଟୁବରେ ରିଲିଜ କରାଯାଇଥିଲା । ଅଶ୍ଳୀଳତା ଭରି ରହିଥିବାରୁ…

କିସରେ ସମ୍ବର୍ଦ୍ଧିତ ହେଲେ ଭାରତୀୟ ମହିଳା ଭଲିବଲ ଟିମ

ଭୁବନେଶ୍ୱର: କିସରେ ଭାରତୀୟ ଭଲିବଲ ମହିଳା ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । ଭାରତୀୟ ଭଲିବଲ ସଂଘର ସଭାପତି ତଥା କନ୍ଧମାଳ ଏମପି ଏବଂ କିଟ ଓ କିସ ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭଲିବଲ କିଟ ପ୍ରଦାନ କରିଥିଲେ । ଥାଇଲାଣ୍ଡରେ ଜୁନ ୬ରୁ ୧୩ ପର୍ଯ୍ୟନ୍ତ ୧୮…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ନେତାଙ୍କୁ ଗୁରୁତ୍ୱ ମିଳିପାରେ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସବୁ ମନ୍ତ୍ରୀ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀଙ୍କ ନାଁ ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ତେବେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ କିଛି ପୁରୁଣା ମନ୍ତ୍ରୀ ନୂଆ ବିଭାଗ ନେଇ ମଧ୍ୟ ଫେରିପାରନ୍ତି । ଆଉ କିଛି…

ଖରାପ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଜେପି

ଭୁବନେଶ୍ବର: ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ? ଜମାନତ କାହିଁକି ହରାଇଲେ ରାଧାରାଣୀ  ?। ଧର୍ମେନ୍ଦ୍ରଙ୍କ ପାଓ୍ବାର କାହିଁକି ଫେଲ ମାରିଲା ବ୍ରଜରାଜନଗରରେ? । ଏସବୁକୁ ନେଇ ଦୁଇଦିନ ହେଲା ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଟ୍ରୋଲ କରୁଛନ୍ତି । ବିଶେଷ କରି ଏଥର ବିଜେଡି ଜିତିବ…

ପୁନର୍ବାର କରୋନା କବଳରେ କାର୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର କରୋନା ଭାଇରସ କବଳରେ ପଡିଛନ୍ତି । ଏହା ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ କ୍ଷେତ୍ରରେ ସବୁ କିଛି ପଜିଟିଭ ରହୁଥିବାରୁ…

ହନୁମାନ ମନ୍ଦିର ନା ମସଜିଦ୍ : କର୍ଣ୍ଣାଟକରେ ଶ୍ରୀରଙ୍ଗପାଟନା ଚଲୋ

ଶ୍ରୀରଙ୍ଗପାଟନା: ଜ୍ଞାନବାପି ପରେ ଏବେ କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ମନ୍ଦିର- ମସଜିଦ ବିବାଦ ତେଜିବାରେ ଲାଗିଛି । ମାଣ୍ଡିଆରେ ଥିବା ଜାମିଆ ମସଜିଦକୁ ନେଇ ହିନ୍ଦୁ ପକ୍ଷ ଏହାକୁ ହନୁମାନ ମନ୍ଦିର ବୋଲି ଦାବି କରିଛନ୍ତି । ମସଜିଦ୍ ରେ ହନୁମାନ ଚାଳିଶା ପାଠ ପାଇଁ କିଛି ହିନ୍ଦୁ ସଂଗଠନ…

କାନପୁରରେ କାହିଁକି ଘଟିଲା ହିଂସା? ଗୁଣ୍ଡାଙ୍କୁ ଛଡାଯିବନି କହିଲେ ଯୋଗୀ

କାନପୁର: କାନପୁରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ବ୍ୟସ୍ଥ ଥିଲେ । ଅନ୍ୟପଟେ କାନପୁରର ବେକନଗଂଜ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ପଥର ମାଡ । ହେଲେ କାହିଁକି ଘଟିଲା ଏପରି ହିଂସାକାଣ୍ଡ ? ଏହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ…

[ଦେଖନ୍ତୁ ଭିଡିଓ] ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ: ରାଜଭବନରେ ଆସନ୍ତାକାଲି ହେବ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ । ପ୍ରଥମ ଥର ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ସାମୁହିକ ମନ୍ତ୍ରୀ ପ୍ରଦାନ କରିଛନ୍ତି ଇସ୍ତଫା ପତ୍ର । ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ସହିତ ନୂତନ ମନ୍ତ୍ରୀମଣ୍ଡଳ…

ମହିଳା ଜଣେ ହୋଇପାରନ୍ତି ବାଚସ୍ପତି!

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି । ସେପଟେ ଫୋନ୍ କଲ ପାଇଥିବା ନେତାଙ୍କ ମନରେ ଯେତିକି ଆଗ୍ରହ ଅଛି ତା ଠାରୁ ଅଧିକ ନିରାଶ ଅଛନ୍ତି ଫୋନ୍ କଲ ପାଇ ଇସ୍ତଫା ଦେଇଥିବା ବରିଷ୍ଠ ମାନେ । ମନ୍ତ୍ରୀ ବଦଳିଯିବା ସହ ଏଥର ବାଚସ୍ପତି ମଧ୍ୟ ବଦଳିଯିବେ…

ଶୁଟିଂ ବିଶ୍ୱକପ : ୫୦ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ-ଆଶୀ ଜିତିଲେ ସ୍ୱର୍ଣ୍ଣ

ବାକୁ: ଏଠାରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ମିକ୍ସଡ ଇଭେଂଟରେ ସ୍ୱପ୍ନିଳ କୁସାଲେ ଓ ଆଶୀ ଚୌକସେ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେମାନେ ୟୁକ୍ରେନର ସେରହୀ କୁଲିଶ ଓ ଦରିଆ…