Latest Odisha News

BREAKING NEWS

ଦ୍ରୌପଦୀଙ୍କୁ ସମର୍ଥନ କଲେ ଶିବସେନାର ଅଧିକାଂଶ ସାଂସଦ, ଏକଟୁିଆ ପଡିଗଲେ ସଞ୍ଜୟ ରାଉତ

ମୁମ୍ବାଇ: ବିଧାୟକ, କର୍ପୋରେଟର ପରେ ଏବେ ସାଂସଦକୁ ନେଇ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଚିନ୍ତିତ। ସୋମବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଦ୍ଧବଙ୍କ ନେତୃତ୍ୱରେ ବୈଠକ ବସିଥିଲା। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ନା ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ…

ଆଜି କୋର୍ଟରେ ହାଜର ହେବେ ଉଦୟପୁର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ

ଉଦୟପୁର: ପ୍ରଫେଟ ମହମ୍ମଦ ବିବାଦ ସଂକ୍ରାନ୍ତୀୟ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତ କୋର୍ଟରେ ହାଜର ହେବେ । ସ୍ପେଶାଲ ଏନଆଇଏ କୋର୍ଟରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ହାଜର କରାଯିବ । ପୂର୍ବରୁ ତଦନ୍ତକାରୀ ସଂସ୍ଥା ଏନଆଇ ଜୁଲାଇ ୧୨ ତାରିଖ…

ରୁଚିକାଙ୍କ ଏକାଦଶହ: ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରହିବ କହିଲେ ମା’ ବିଦ୍ୟୁତପ୍ରଭା

ଭୁବନେଶ୍ୱର: ବିଜେବି କଲେଜ ପ୍ରିନସିପାଲ, ଓ୍ୱାଡେନ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କଲେ ଆତ୍ମହତ୍ୟା କରିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା' ବିଦ୍ୟୁତପ୍ରଭା । ଆଜି ରୁଚିକାଙ୍କ ମୃତ୍ୟୁକୁ ଏକାଦଶହ ଦିନ ପୂରଣ ହୋଇଛି । ଏହି ଅବସରରେ ସାମ୍ବାଦିକ…

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥି ସୋମବାର ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। https://twitter.com/JagannathaDhaam/status/1546545535946874880 ଆଜି ମହାପ୍ରଭୁ…

ସ୍ୱଳ୍ପ ଗଳ୍ପ : ଗ୍ଲାଡିଏଟରର ସ୍ତ୍ରୀଲିଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୯  ଗ୍ଲାଡିଏଟର କହିଲେ ସାଧାରଣତଃ ପୁରୁଷ ବୀରମାନଙ୍କୁ ବୁଝାଏ ଯେଉଁମାନେ ରୋମାନ ସାମ୍ରାଜ୍ୟର ଆଦ୍ୟକାଳରେ ସମ୍ରାଟ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ହିଂସ୍ର ଜନ୍ତୁ ତଥା ମୃତ୍ୟୁଦଣ୍ଡାଦେଶପ୍ରାପ୍ତ ହୋଇଥିବା ଅପରାଧିଙ୍କ ସହିତ…

କବିତା : ନୀଳାଦ୍ରି ବିଜେ

ରମାକାନ୍ତ ନାୟକ ଭକ୍ତି ପ୍ରେମ ମାତୃତ୍ୱର ବାତ୍ସଲ୍ୟରେ ବନ୍ଧା ମୋ ହୃଦୟ ବୁଝିବି ବୁଝି ହୁଏନା କିଏ ଏହି ଜଗନ୍ନାଥ ରାଧାକୃଷ୍ଣ ନିବିଡ ହୃଦୟ ବନ୍ଧନେ ଅଛନ୍ତି ଏକ ଚିତ୍ତ ମନେ ରାଧା ସ୍ଵୟଂ ଜଗନ୍ନାଥ ଇଏ କଣ ସଂସାରର ଆଦି ମୂଳ ସୃଷ୍ଟି ଓ ବିଲୟ । ଅଶ୍ରୁ ସିକ୍ତ ନୟନରେ ଗୋପପୁର…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆଜି ସେହି ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି ପ୍ରଭୁ। ମୁଁ ଏଇଥିପାଇଁ ହସୁଛି ମୋର ଆରାଧ୍ୟ ମୋତେ ସ୍ଥାପନା କରିଛନ୍ତି। ଏଇ ଦେଖ ଦେବୀ ! ରାମଚନ୍ଦ୍ର ସେନା ସହିତ ଲଙ୍କାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର କ୍ଷୁଧା ନିବାରଣ ନିମିତ୍ତ…

ଭାଷା ଭାଗବତ : ଶବ୍ଦାଡ଼ଂବର ପ୍ରଦର୍ଶନୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪ ଶବ୍ଦାଡ଼ଂବର ପ୍ରଦର୍ଶନୀ କରଂତି ଅଳ୍ପ କିଛି ଜାଣି ତାଂକର ସୁମଧୁର ବାଣୀ ଦୁର୍ବୋଧ୍ୟତା ହିଁ ପାରେ ବୁଣି ଏପରି ଲେଖକ ଓ କବି ବାସ୍ତବତାର ଅନୁଭବୀ ନ ହୋଇ ଆଂକି ଶବ୍ଦଛବି ହୁଅଂତି ପ୍ରାୟ ଅପ୍ରଭାବୀ ଶବ୍ଦକୋଷଟି ପାଖେ ରଖି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଉପଵେଶନ କରିଥିବା ରତ୍ନସିଂହାସନ ବିଷୟରେ ଅଳ୍ପ ବହୁତେ କିଛି ଜାଣିଲେ। କିନ୍ତୁ ସର୍ବଦା ସେହି ରତ୍ନସିଂହାସନଙ୍କୁ ଅନାଇ ରହିଥିବା ଭକ୍ତଶିରୋମଣି ଗରୁଡ଼ଙ୍କ…