ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଉପଵେଶନ କରିଥିବା ରତ୍ନସିଂହାସନ ବିଷୟରେ ଅଳ୍ପ ବହୁତେ କିଛି ଜାଣିଲେ। କିନ୍ତୁ ସର୍ବଦା ସେହି ରତ୍ନସିଂହାସନଙ୍କୁ ଅନାଇ ରହିଥିବା ଭକ୍ତଶିରୋମଣି ଗରୁଡ଼ଙ୍କ…