Latest Odisha News

BREAKING NEWS

ଜନସଂଖ୍ୟା ବୃଦ୍ଧି ରୋକିବାକୁ ନାଗାଲାଣ୍ଡ ମନ୍ତ୍ରୀଙ୍କ ମନ୍ତ୍ର

ନିକଟରେ ତାଙ୍କ "ଛୋଟ ଆଖି" ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ହିଟ୍ ହୋଇଥିବା ନାଗାଲାଣ୍ଡ ମନ୍ତ୍ରୀ ତେମଜେନ୍ ଇମ୍ନାଙ୍କ ବକ୍ତବ୍ୟ ଭାଇରାଲ ହେବାରେ ଲାଗିଛି । ଦେଶରେ ହୁତ ହୁତ ହୋଇ ବଢ଼ୁଥିବା ଜନସଂଖ୍ୟା ପାଇଁ ସେ ଅନ୍ୟକୁ ଦାୟୀ କରିନାହାଁନ୍ତି । ଏଥିପାଇଁ ସେ ନିଜେ ଏକ ଫର୍ମୁଲା ବାହାର…

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା…

‘ଅଶୋକ ପଣ୍ଡାଙ୍କର କାର୍ଯ୍ୟଶୈଳୀ ଓ ଭାଇଚାରା ସାମ୍ବାଦିକମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ’

ଭୁବନେଶ୍ୱର: ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଦକ୍ଷତା କାର୍ଯ୍ୟ କରିବାର ଶୈଳୀ ଓ ତାଙ୍କର ଭାଇଚାରା ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣନୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କର ଏକଦଶାହ ଅବସରରେ ସମୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ…

ଗୋଟିଏ ବର୍ଗର ଜନସଂଖ୍ୟା ବଢ଼ିଲେ ଅରାଜକତା ସୃଷ୍ଟି ହେବ: ଯୋଗୀ

ଲକ୍ଷ୍ନୈା: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଦେଶରେ ପରିବାର ଯୋଜନା, ଜନସଂଖ୍ୟା ସ୍ଥିରତା ଚର୍ଚ୍ଚା ହେଉଛି । ତେବେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ସଫଳ ହେବା…

ହିମାଳୟର ଆଉ ଏକ ରହସ୍ୟମୟ ସ୍ଥାନ ଜ୍ଞାନଗଂଜ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ଆସେ ନାହିଁ । ହିମାଳୟ ପାଦ ଦେଶରେ ଥିବା ଏହି ରହସ୍ୟମୟ ସ୍ଥାନର ନାମ ହେଲା ଜ୍ଞାନଗଂଜ ମଠ । ଏହା ଅଂଚଳର ଅନ୍ୟ ନାମ ହେଲା ଶାଂଗ୍ରୀଲା ଓ ଶମ୍ଭାଲା । ସାଧାରଣ…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

ରଥ ଉପରେ ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରି ବିଜେ

ପୁରୀ: ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ, ସୁବାସିତ ପଣା । ୩ ଗୋଟି ରଥରେ ୩ଟି ଲେଖାଏ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ପରମ୍ପରା ଅନୁସାରେ ହୋଇଛି । ରଥ ଉପରେ ପଣା ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପକ୍ଷରୁ ଖେଳିବେ ବେକହାମ, ରୋନାଲ୍ଡୋ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ୨୮ ଜୁଲାଇରୁ ବର୍ମିଂହାମରେ ଆରମ୍ଭ ହେବ । ଏହି ମେଗା ଇଭେଂଟରେ ୧୦୭ ମହିଳାଙ୍କ ସମେତ ଭାରତର ୨୧୫ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୧୦୭ଜଣିଆ ଷ୍ଟାଫ ଦଳ ସହିତ ବର୍ମିଂହାମ ଯିବେ । ତେବେ ସବୁଠାରୁ ମଜା କଥା ଭାରତ ପକ୍ଷରୁ ଏଥିର ବେକହାମ ଓ ରୋନାଲ୍ଡୋ…

ରାଜଧାନୀରେ ରାଜ୍ୟର ଅଧା କୋଭିଡ୍ ସଂକ୍ରମଣ, ବଢ଼ିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୦୩…

କାଳି ଫିଲ୍ମ ବିବାଦ: ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀ: ଥମୁନି ‘କାଳି’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ…