Latest Odisha News

BREAKING NEWS

କାଳି ଫିଲ୍ମ ବିବାଦ: ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀ: ଥମୁନି ‘କାଳି’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ…

ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜୟପୁର: ଦିନକୁ ଦିନ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବଢ଼ି ଚାଲିଛି । ଘରୋଇ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛି କଂଗ୍ରେସ । ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳୀନି ରଥଙ୍କ…

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ: ସମୁଦ୍ର ସ୍ନାନ ବେଳେ ଅଘଟଣ । ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ମାଳସାହି ଅଞ୍ଚଳର ଆୟୁଷ ଜେନା ସମୁଦ୍ରରେ ଭାସି ଯାଇଛନ୍ତି । ଆୟୁଷ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ ବେଳେ ଭାସି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିଖୋଜ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବାଚସ୍ପତି  , ସୁପ୍ରିମକୋର୍ଟ ଯାଚିକାର ଶୁଣାଣି ନହେବା ପର୍ଯ୍ୟନ୍ତ ୧୬ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କୌଣସି ନିର୍ଣ୍ଣୟ  ନିଆଯାଇପାରିବନି ,  ମହାରାଷ୍ଟ୍ର ବିଧାନସଭାର…

ଦେଶର ବୟୋଜ୍ୟେଷ୍ଠ ବାଘ ରାଜାର ମୃତ୍ୟୁ

କୋଲକାତା: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ ବାଘ ରାଜାର ପଶ୍ଚିମବଙ୍ଗରେ ମୃତ୍ୟୁ ଘଟିଛି । ୨୩ ଅଗଷ୍ଟରେ ରାଜାର ଜନ୍ମ ଦିନ ଥିଲା । ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ମୃତ୍ୟୁ ବେଳକୁ ରାଜାର ବୟସ ୨୬ ବର୍ଷ ୧୦ ମାସ ୧୮ ଦିନ ଥିଲା…

ଋଣ ପରିଶୋଧ ନ ହେବାରୁ ଶାରଳା ସୂତାକଳକୁ ସିଲ୍ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଜଗତସିଂହପୁର: ସିଲ୍ ହେଲା ଶାରଳା ସୂତାକଳ । ତିର୍ତ୍ତୋଲ ବ୍ଲକ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ସୂତାକଳ ସହ ୧୫ ଏକର ୧୨ ଡିସିମିଲ୍ ଜାଗା ମଧ୍ୟରେ ଥିବା ସମସ୍ତ ସୌଧକୁ ଜବତ କରାଯାଇ ସିଲ କରିଛି…

ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ: ୯୪ ବର୍ଷୀୟା ଭଗୱାନୀ ଦେବୀ ଜିତିଲେ ସ୍ୱର୍ଣ୍ଣ

ଚଣ୍ଡୀଗଡ: ୯୪ ବର୍ଷୀୟା ଭଗୱାନୀ ଦେବୀ ପରିଣତ ବୟସରେ ମଧ୍ୟ ଫିଟ ରହିବା ସହ ଦେଶ ପାଇଁ ପଦକ ଜିତି ଯୁବପିଢୀ ପାଇଁ ଆଦର୍ଶ ସାଜିଛନ୍ତି । ଫିନଲାଣ୍ଡର ଟାମ୍ପରେରେ ଅନୁଷ୍ଠିତ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତକୁ…

ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ

ମୁମ୍ବାଇ: ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ରହିଛି ଦକ୍ଷିଣ ଭାରତ ସୁପରଷ୍ଟାର ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ । ଏହି ଫିଲ୍ମରେ କ୍ରିସ ଇଭାନ୍ସ ଓ ର‌୍ୟାନ ଗୋସଲିଂ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଦି ଗ୍ରେ ମ୍ୟାନ ୨୨ ଜୁଲାଇରେ ନେଟଫ୍ଲିକ୍ସରେ ବଡ ଆକାରରେ ରିଲିଜ…

୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡିଲରଙ୍କ ବିକ୍ଷୋଭ

ଯାଜପୁର: ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୯ ଦଫା ଦାବି ପୂରଣ ନେଇ ଡିଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଡିଲରମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା, ଯୋଗାଣ ସାମଗ୍ରୀ ପରିବହନ ସମୟରେ…

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯…