ହଂକଂକୁ 40 ରନରେ ହରାଇଲା ଭାରତ
ଏସିଆ କପର ଲିଗମ୍ୟାଚରେ ହଂକଂକୁ 40 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ହଂକଂ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।
https://twitter.com/BCCI/status/1565028427807219718
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ…