Latest Odisha News

BREAKING NEWS

ରାଜ୍ୟସଭା ସାଂସଦ ଭାବରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼

ପୁରୀ: ଆଜି ପବିତ୍ର ନବମୀ ତିଥି । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ବା ନବମୀ ଦର୍ଶନ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା ଶୃଙ୍ଖଳିତ କରିବା ପାଇଁ ନୀତିକାନ୍ତିକୁ ତ୍ୱରାନିତ କରିବା ଉଦ୍ଦେଶ୍ୟରେ ଆଜି ସଂଧ୍ୟା ଦର୍ଶନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି…

ରାଜ୍ୟରେ ଆଜି ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରେ ଦୁଇଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪…

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା : ରାଗିଂ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ୱର  : ଗୋଟିଏ ପରେ ଗୋଟିଏ ଛାତ୍ରୀ ମୃତ୍ୟୁ ଘଟଣା ଆସୁଥିବା ବେଳେ ଏବେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ନର୍ସିଂର ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରାଗିଂ ଯୋଗୁ ଏହି ସୁଇସାଇଡ଼ କରାଯାଉଥିବା ହୋଇଛି ଅଭିଯୋଗ।…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପୁଛି ବିମାନ ବନ୍ଦର । ଏହାପରେ ରାଜ୍ୟ ଅତିଥି ଭବନ ଯିବେ ଦ୍ରୌପଦୀ ମୁର୍ମୁ । ନବୀନ ନିବାସରେ…

ସିଞ୍ଜୋ ଆବେଙ୍କୁ ଗୁଳିମାଡ, ଅବସ୍ଥା ସଂକଟାପନ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ସିଞ୍ଜେଙ୍କ ମୁଣ୍ଡରେ ବାଜିଛି ଗୁଳି, ବେକରେ ବାଜିଛି ଗୁଳି । ଭାଷଣ ଦେଉଥିବା ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡ କରିଥିବା ଦୃର୍ବୃତ୍ତକୁ ଗିରଫ କରିଛି ପୋଲିସ ।  ସିଞ୍ଜୋ ଆବେ ପଶ୍ଚିମ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆମ କୁଳର କଳଙ୍କ ବିଭୀଷଣ କାକା, ରାମର ଆଶ୍ରୟ ନେଇଛନ୍ତି। ଗୁପ୍ତଚର କହିଲା, ରାମ କୁଆଡେ ତାଙ୍କୁ ଲଙ୍କାର ରାଜା କରିବେ ବୋଲି ବଚନ ଦେଇଛି । ହା.. ହା.. ନିଜେ ତ ଭିକାରୀ , ସେ ପୁଣି କରିବ ଆଉ କାହାକୁ ରାଜା !! " " ସୁଗ୍ରୀବଙ୍କୁ…

କବିତା : ରଥାରୁଢ ମହାପ୍ରଭୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ରଥାରୁଢ ହେବୁ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ନେଇ, ଗୁଣ୍ଡିଚା ମାଉସୀ ଅତି ସରାଗରେ ବସିଅଛି ବାଟ ଚାହିଁ । ସ୍ବନେତ୍ରରେ ତୋତେ ନନ୍ଦିଘୋଷେ ଦେଖି ହୋଇବେ ଭକ୍ତ ବିଭୋର, ଶରଧା ବାଲିକୁ ମୁଣ୍ଡରେ ଲଗେଇ ପାଇବେ ଖୁସି ଅପାର । କରୋନା ଭୟରେ ଗତ ଦୁଇବର୍ଷ…

ଭାଷା ଭାଗବତ : ପୁନର୍ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୦ ସ୍ତାବକ ମିଠା ମିଛ କହି ପାରେ ନେତାଂକ ମନ ମୋହି ତହିଁରୁ ମିଳେ ଅନୁଗ୍ରହ ଥାଉ ବା ନ ଥାଉ ଆଗ୍ରହ କ୍ଷମତାଖୋର୍‌ ହେଲେ ଲୋକ ମନରେ ଯଶ ଖ୍ୟାତି ଭୋକ କ୍ରମଶଃ ହୁଏ ଅସଂଭାଳ ଅଂତତଃ ମିଳେ ମିଠାଫଳ ରାଜନୀତିର ଏହି ପ୍ରଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନ ଗର୍ଭରେ ରତ୍ନ ଥାଉ ଅବା ଶାଳଗ୍ରାମ ଥାଆନ୍ତୁ ସେଥିରେ ଭକ୍ତଙ୍କର ମନ ନଥାଏ ; ମନଥାଏ କାଳିଆ ଠାକୁରଙ୍କ ପାଖରେ ଓ ରତ୍ନ ବେଦୀ…