Latest Odisha News

BREAKING NEWS

ପୋଷ୍ଟ ଅଫିସ ଖାତାରୁ ଜମା ଟଙ୍କା ଗାଏବ, ମୁଣ୍ଡରେ ହାତ ଦେଲେ ଜମାକାରୀ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): କେନ୍ଦ୍ରର ମୋଦୀ ସରକାର ଆସିବା ପରେ ବେଟି ବଚାଓ, ବେଟି ପଢାଓ ଅଭିଯାନ ଜରିଆରେ ଦେଶରେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଜରିଆରେ ଜଣେ ଡାକଘର ଜମାଖାତାରେ ଟଙ୍କା ରଖିବ । ଯାହାକୁ ଅନେକ ଲୋକ ଗ୍ରହଣ କରିଛନ୍ତି । କିନ୍ତୁ ବିଡମ୍ବନର…

ପରିକ୍ରମା ପ୍ରକଳ୍ପର ଇଞ୍ଜିନିୟର ଏବଂ ପରାମର୍ଶଦାତା କିଏ ଓଡ଼ିଶାବାସୀ ଜାଣିବା ଦରକାର: ଅପରାଜିତା

ଭୁବନେଶ୍ୱର: ପୁଣିଥରେ ଐତିହ୍ୟ ପ୍ରକଳ୍ପ ବାବଦରେ ପୁଣିଥରେ ରାଜ୍ୟ ସରକାର ଏବଂ ପୁରୀ ସାଂସଦ ପିନାକି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରିୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଐତିହ୍ୟ ପ୍ରକଳ୍ପକୁ ନେଉ କଣ ଭୁଲ କରିଛନ୍ତି ରାଜ୍ୟ ସରକାର ତାହା…

ଓପିଏସସିରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା: ରାଜ୍ୟପାଳଙ୍କ ପାଖରେ ଆପତ୍ତି ପରେ ଲାଗିଲା ରୋକ୍

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦ ଉପରେ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଲାଗୁ କରିଛନ୍ତି। ଏହାପରେ ବି ରାଜ୍ୟ ସରକାର ଏହି ଆଇନ ଅନୁଯାୟୀ ଅଧ୍ୟାପକ ଓ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ। ଯାହାକୁ ଆପତ୍ତି ଉଠାଇ ଆଜି ରାଜ୍ୟପାଳଙ୍କ ନିକଟରେ…

ମଉଳିଲା ଚାଷୀଙ୍କ ଆଶା, ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ଜୁନ୍ 10 ପରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଜୁନ୍ 1 ସୁଦ୍ଧା କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଛୁଇଁବା ପାଇଁ…

ଜାତୀୟ ଜୁନିୟର ହକି: ସେମିରେ ହାରିଲା ଓଡିଶା

ଭୁବନେଶ୍ୱର: ତାମିଲନାଡୁର କୋଭିଲପାଟ୍ଟିରେ ଅନୁଷ୍ଠିତ ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ସେମିଫାଇନାଲରେ ପରାଜିତ ହୋଇଛି । ଚଣ୍ଡୀଗଡ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ପରସ୍ପର ବିରୋଧରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ । ଚଣ୍ଡୀଗଡ ପେନାଲ୍ଟି…

ବ୍ରହ୍ମପୁରରେ ଲିଙ୍ଗ ନିରୂପଣ ରାକେଟ; ଅଲଟ୍ରାସାଉଣ୍ଡ ମାଲିକ ସମେତ ୧୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ସହରରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ ରାକେଟ୍‌କୁ ଧରିଛି । ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଆଙ୍କୁଲି ଆନନ୍ଦ ନଗର ସ୍ଥିତ ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକ ଦୁର୍ଗା ପ୍ରସାଦ ନାୟକ(୪୧), ନିଗମ…

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ । ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ ।…

ସୀମାକୁ ମିଳିଲା କୃତ୍ରିମ ଅଙ୍ଗ, ଏଥର ଚାଲି ଚାଲି କରି ଯିବ ସ୍କୁଲ

ଜମୁଇ:ଗୋଟିଏ ପାଦରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଜମୁଇର ସୀମା ଏଥର ଚାଲି ଚାଲି କରି ସ୍କୁଲ ଯାଇପାରିବ । ସୀମାର ଡେଇଁ ଡେଇଁ ଯିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି । ଜିଲ୍ଲାପାଳ ଅବନୀଶ କୁମାର ସିଂ ନିଜେ ସୀମାଙ୍କ ଘରକୁ ଯାଇ ପାଦର…

ଏମ୍ସ ଭୁବନେଶ୍ୱରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ସ୍ପେଶାଲ ଆଇସିୟୁ

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗ ପକ୍ଷରୁ ସ୍ପେଶାଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଗୁରୁବାର ଏମ୍ସ…

ପୃଥ୍ୱୀରାଜ ଫିଲ୍ମର ନାମ ହେଲା ସମ୍ରାଟ ପୃଥ୍ୱୀରାଜ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ପୃଥ୍ୱୀରାଜ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହା ସମ୍ରାଟ ପୃଥ୍ୱୀରାଜ ହୋଇଛି । କରଣୀ ସେନା ଏହି ଫିଲ୍ମର ନାମ ବଦଳାଇବା ପାଇଁ ଦାବୀ କରିଥିଲା । ଏପରିକି ପୃଥ୍ୱୀରାଜ ମେକର୍ସଙ୍କ ନିକଟକୁ କରଣୀସେନା କୋର୍ଟ ମାଧ୍ୟମରେ ନୋଟିସ ପଠାଇଥିଲା । ରାଜପୁତ ସମୂହ ଏହି…