ଟିଏମସିକୁ ଝଟକା: ଇସ୍ତଫା ଦେଲେ ରାଷ୍ଟ୍ରୀୟ ମହାସଚିବ ପବନ ବର୍ମା
କୋଲକାତା: ଟିଏମସିକୁ ଆଜି ବଡ ଝଟକା ଲାଗିଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପବନ କେ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସି ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି । କେଉଁ କାରଣ…