Latest Odisha News

BREAKING NEWS

ଓଡ଼ିଶାରେ ଲ୍ୟାଣ୍ଡଫଲ କରିବନି ବାତ୍ୟା: ଆଇଏମଡି ଡିଜି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମେ' ୮ ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ହେଲେ ଆସୁଥିବା ଏହି ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବ ନାହିଁ। ଆଇଏମଡି ଡିଜି…

[ଦେଖନ୍ତୁ ଭିଡିଓ] ଋଣ ଚିନ୍ତାରେ ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା

ରାୟଗଡା  : ରାୟଗଡା ଜମାଦେଇ ପେଣ୍ଠ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସକାଳେ ଘର ଲୋକ ଜାଣିବା ପରେ ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ…

[ଦେଖନ୍ତୁ ଭିଡିଓ] ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସମୁଦାୟ ୫୦ ଜଣ ସେବାୟତ ଆଜି ରଥ ନିର୍ମାଣ…

ପଞ୍ଜାବକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ଜନୀ ବେୟାରଷ୍ଟୋ ୫୬ ଓ ଜିତେଶ ଶର୍ମା ୩୮ ରନ କରିଥିଲେ ।…

ରାଜମୌଲୀଙ୍କ ଆଗାମୀ ଫିଲ୍ମରେ ମହେଶ ବାବୁଙ୍କ ସହ ରହିବେନି କୌଣସି ବଲିଉଡ ହିରୋଇନ

ମାଡ୍ରାସ: ବାହୁବଳୀ ଏବଂ ଆରଆରଆର ପରେ ଏସଏସ ରାଜମୌଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି । ଏହି ଫିଲ୍ମରେ ମହେଶ ବାବୁ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ତେବେ ତାଙ୍କ ସହ ବଲିଉଡର କୌଣସି ହିରୋଇନ ରହିବେ ନାହିଁ ବୋଲି ଆୟୋଜକ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।…

ମୁମ୍ବାଇ ଏଲଆଇସି ଅଫିସ ବିଲ୍ଡିଂରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ଏଲଆଇସି ଅଫିସରେ ନିଆଁ । ନିଆଁର ପ୍ରକୋପ ଅଧିକ ମାତ୍ରାରେ ଥିବା ବେଳେ ନିଆଁକୁ ଆୟତ କରିବା ମୁସ୍କିଲ ହୋଇପଡ଼ିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଦମକଳ ନିଆଁଲିଭାରେ ନିୟୋଜିତ ହୋଇଥିଲେ ବି ନୟାନ୍ତ ହୋଇପଡ଼ିଛନ୍ତି। ଅଫିସ ବିଲ୍ଡିଂରେ ନିଆଁ ଲାଗିବା ସହିତ ତାହା ପାଖ…

[ଦେଖନ୍ତୁ ଭିଡିଓ] ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଗୁରୁତର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ  ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ଫଳରେ ପ୍ଲାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ଦେବାଶିଷଙ୍କ କଟା ଘା’ରେ ଚୂନ ମାରିଲେ ଦାମ ରାଉତ

ଭୁବନେଶ୍ୱର: କଟକ ବାରାବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି ବୋଲି ଏକ ସଭାରେ କହିବା ପରେ ଜବାବ ରଖିଛନ୍ତି ପାରାଦୀପର ପୂର୍ବତନ ବିଧାୟକ ତଥା ଏବେର ବିଧାୟକ ସମ୍ବିତ ରାଉତରାୟଙ୍କ ବାପା  ଦାମୋଦର ରାଉତ । ସେ…

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେବେ ଆରମ୍ଭ ହେବ, କହିଲେ ବୋର୍ଡ ସଭାପତି

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ପରୀକ୍ଷା । ହେଲେ ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପଛର କାରଣ କଣ ହୋଇପାରେ । ପରୀକ୍ଷା ଶେଷ ହେବା ପରେ ଗଣଣାଧ୍ୟମ ପ୍ରତିନିଧିଙ୍କର ଏପରି ପ୍ରଶ୍ନର ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା।…

ବାତ୍ୟା ପାଇଁ ବ୍ଳକ୍ ଏବଂ ପୌର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ଆସାନି'କୁ ନେଇ ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବାତ୍ୟା ବେଳେ ଗଛ ଭାଙ୍ଗିବାର ଏବଂ ବିଜୁଳି ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରି…