ସର୍ବଜ୍ଞ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ନନ୍ଦପୁର ଗାଁରେ ଯେଉଁ ସ୍କୁଲଟି ଅଛି, ସେଇଟା ଆଜି କାଲିର ନୁହେଁ। ପାଖାପାଖି ସତୁରୀ ବର୍ଷ ତଳେ କେବଳ ନନ୍ଦପୁର ନୁହେଁ, ଆଖପାଖର ପ୍ରାୟ କୋଡ଼ିଏ ଖଣ୍ଡ ଗାଁର ଲୋକ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଏ ସ୍କୁଲ ଖୋଲିବା ପାଇଁ।…
BREAKING NEWS