Latest Odisha News

BREAKING NEWS

‘ବିଜେପି ସରକାରରେ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି’: କଂଗ୍ରେସ ବିଧାୟକ

ବେଙ୍ଗଳୁରୁ: କର୍ଣ୍ଣାଟକର ବିଜେପି ସରକାର ବିରୋଧର ବଡ଼ ଅଭିଯୋଗ । ଖଣ୍ଡିଏ ସରକାରୀ ଚାକିରି ଦେବାକୁ ଯାଇ ବେଶ୍ ତଳକୁ ଖସି ଯାଇଛି ରାଜ୍ୟରେ କ୍ଷମତାସୀନ ବିଜେପି । ସରକାରୀ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି । କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ବିରୋଧରେ…

[ଦେଖନ୍ତୁ ଭିଡିଓ] ୧୨ ଘଣ୍ଟାରେ ଲଘୁଚାପ, ୧୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ବର୍ଷାରେ ଭିଜୁଛି ଓଡ଼ିଶା । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବାର…

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।…

ଗଳ୍ପ : ଖେଳ

ରବି ପଣ୍ଡା ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ। ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା…

ଆଜିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। https://twitter.com/mcbbsr/status/1558066698737307648 ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ ।  ରାଜ୍ୟର ବିଭିନ୍ନ…

ଭାଷା ଭାଗବତ : କଳ୍ପିତ ନିଃସଂଗତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଦେହ-ଯାନରେ ଥାଇ ଆତ୍ମା କରେ ବ୍ରହ୍ମାଂଡ ପରିକ୍ରମା କେ ନୁହେ ନିଃସଂଗ ବାଟୋଇ ଆଲୋକ ଥିଲେ, ଦିଶେ ଛାଇ ଘୋଟିଲେ ପୂର୍ଣ ଅଂଧକାର ଛାଇ ହୁଏନି ଛାଏଁ ଦୂର ଅଦେଖା ପବନ ସଦୃଶ ଦେହ ସହିତ କରେ ବାସ ଛାଇ ନୁହଇ ଅଣାକାର…

ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ଲାଗି ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର: ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ର ଶ୍ରୀପୁରୁଷୋତ୍ତମରେ ତୀର୍ଥ ରାଜ ମହୋଦଧିଙ୍କ ଉପସ୍ଥିତି ବୋଲି ନକହି ତୀର୍ଥରାଜ ମହୋଦଧିଙ୍କ କୂଳରେ ଶ୍ରୀକ୍ଷେତ୍ରର ଅବସ୍ଥିତି ବୋଲି କହିବା…

ସ୍ବାଧୀନତାର ୭୫ବର୍ଷ: ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ…