Latest Odisha News

BREAKING NEWS

୨ ବର୍ଷ ପରେ ଅମରନାଥ ଯାତ୍ରା: କରୋନା କଟକଣା ମଧ୍ୟରେ ୪୩ ଦିନ ଅନୁମତି

ଦିଲ୍ଲୀ : ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା, କରୋନା କଟକଣା ମଧ୍ୟରେ ୪୩ ଦିନ ପାଇଁ ପ୍ରଶାସନ ଦେଲା ଅନୁମତି  ।  କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ : ନ୍ୟାୟ ପାଇଁ ମାଆର ନିବେଦନ

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ  । ମାମଲାରେ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ମାନସଙ୍କ ମାଆ । ଆଜି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ପରେ ସେଠାରୁ ଏକ ଠେଙ୍ଗା ମିଳିଛି । ଏହି ଠେଙ୍ଗାରେ ମାନସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା…

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର…

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ : କାଲିଠୁ ୨ ଦିନ ଭାରତ ବନ୍ଦ

ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ…

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼  : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ହୋଇଛି । ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।…

‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ପୁରୀ: ଆଜି ‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୭ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଜଣେ ଓଡିଆ ପୁଅଙ୍କ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ପୁରୀର ରାହୁଲ ମହାରଣା । ରାହୁଲ ହେଉଛନ୍ତି…

ବିଶ୍ୱ ନାଟକ ଦିବସରେ ପଦେ

ବିଶ୍ୱ ନାଟକ ଦିବସ ଅବସରରେ ନାଟ୍ୟକାର ମୁକୁନ୍ଦ ଶତପଥୀଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ସୃଷ୍ଟି ଆରମ୍ଭରୁ କ୍ରମ ବିବର୍ତ୍ତନ ଧାରାରେ ବିବର୍ତ୍ତିତ ମଣିଷ କଥା କହି ପାରୁ ନଥିଲା ବେଳେ ନିଜକୁ ପ୍ରକାଶ କରିବାକୁ ଯେ କି କଷ୍ଟ ଆପଣେଇଥିବ ତାହା ଅନୁମେୟ। ନିଜର ମନୋଭାବକୁ ପ୍ରକାଶ କରିବାକୁ ସେ…

ପୁରୀର ବହୁ ଚର୍ଚ୍ଚିତ କୃଷ୍ଣ ପ୍ରତିହାରୀ ମାମଲା: ୨ ଅଭିଯୁକ୍ତଙ୍କ ସିନ୍ ରିକ୍ରିଏସନ୍

ପୁରୀ: ପୁରୀର ବହୁ ଚର୍ଚ୍ଚିତ କୃଷ୍ଣ ପ୍ରତିହାରୀ ମାମଲାରେ ଅହୁରି ଖୋଳତାଡ କରୁଛି ପୋଲିସ୍ । ଆଜି ଆଉ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏନ୍ କରାଯାଇଛି । ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତ କୁନମୁନ୍ ଓ ଟୁଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିବାବେଳେ ଆଉ ଆଉ ୨ ଅଭିଯୁକ୍ତ…

ଚିତ୍ତୋରରେ ଭୟଙ୍କର ବସ୍ ଦୁର୍ଘଟଣା : ଖାଲରେ ପଡ଼ି ୭ ମୃତ, ୪୫ ଗୁରୁତର

ଆନ୍ଧ୍ରପ୍ରଦେଶ  : ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଶନିବାର ମଧ୍ୟରାତିରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଗଭୀର ଖାଲ ମଧ୍ୟକୁ ଖସିପଡିବାରୁ ୭ଜଣଙ୍କର ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା…