Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା ପାଇଁ ଜେପି ନଡ୍ଡାଙ୍କୁ କ୍ଷମା ମାଗିବାକୁ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି । ଜୟରାମ ଚିଠିରେ କାରଣ ବତାଇଛନ୍ତି ଯେ, ବିଜେପିର କିଛି ନେତା ରାହୁଲ ଗାନ୍ଧୀଙ୍କ ଏକ ପ୍ରତିକ୍ରିୟାରେ କାଟଛାଟ୍ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାରେ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ଲକ୍ଷ କୋଟିର ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ଏହି ବଜେଟରେ ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ମତ୍ସ୍ୟ ଓ ଚାଷୀଙ୍କୁ…

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି…

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା…

[ଦେଖନ୍ତୁ ଭିଡିଓ] ଜିନ୍ଦଲ ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା

ଅନୁଗୋଳ: ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା ପାଳିତ ହୋଇଛି। ଜିନ୍ଦଲ ପରିସରରେ ତିନି ଦିଅଁଙ୍କ ପାଇଁ ତିନୋଟି ରଥ ନିର୍ମାଣ ହୋଇଥିଲା । ପ୍ରଥମେ ପରିସରରେ ଥିବା ଜଗନ୍ନାଥ ମନ୍ଦିରରୁ ତିନି ଦିଅଁଙ୍କୁ ପହଣ୍ଡି ବିଜେ ପରେ ରଥାରୂଢ କରାଯାଇଥିଲା। ପରେ ପରେ…

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଶ୍ନକାଳ ଠିକଠାକ୍ ଚାଲିଥିବା ବେଳେ ଶୂନ୍ୟକାଳରେ ଗୃହରେ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବି କରାଯାଇଛି । ବିଜେପିରୁ ନିଲମ୍ବିତ ସାଂସଦ ନୂପୁର ଶର୍ମାଙ୍କ ବୟାନକୁ ଗୃହରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ…

କୁଳାଙ୍ଗାର ଉବାଚ : ଦୋଷ ଫୁଲର

ଯଦି ଫୁଲ ନଥାନ୍ତା ପ୍ରେମ ନଥାନ୍ତା, ଯଦି ପ୍ରେମ ନଥାନ୍ତା ପ୍ରତାରଣା ନଥାନ୍ତା ଯଦି ପ୍ରତାରଣା ନଥାନ୍ତା ମାମଲା ନଥାନ୍ତା, ଯଦି ମାମଲା ନଥାନ୍ତା ୟୁଟୁବ ଚାନେଲ ନଥାନ୍ତା! ଯଦି ଫୁଲ ନଥାନ୍ତା ସୁଗନ୍ଧ ନଥାନ୍ତା, ଯଦି ସୁଗନ୍ଧ ନଥାନ୍ତା ଦୁର୍ଗନ୍ଧ ନଥାନ୍ତା ଯଦି ଦୁର୍ଗନ୍ଧ…

ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ରିଷଭ ପନ୍ତ ଭାରତକୁ ବିପଦରୁ ରକ୍ଷା କରିଛନ୍ତି । ଏଥିସହ ପନ୍ତ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ପନ୍ତ ମାତ୍ର ୫୧…

ଆସୁଛି ଲଘୁଚାପ ବଢ଼ିବ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସୁଛି ଲଘୁଚାପ । ଆଉ ଦିନକ ପରେ ରାଜ୍ୟରେ ବଢ଼ିବ ବର୍ଷା । ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଥିବାବେଳେ ୪ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବଳୟ…

ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି : ସଂଧ୍ୟାରେ ହେବ ଗୋଟି ପହଣ୍ଡି

ପୁରୀ:  ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏଥିପାଇଁ ସମସ୍ତ ନୀତି ସକାଳୁ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ବେଳେ ଦଇତାମାନେ ସେବା ପୂଜା କରିଥାନ୍ତି । ଗୁଣ୍ଡିଚା ଘରେ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁଥାନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ…