Latest Odisha News

BREAKING NEWS

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର  : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି…

ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।…

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି ।  ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ…

ସଞ୍ଜୟ ରାଉତଙ୍କୁ ଇଡି କଲା 10 ଘଣ୍ଟା ଜେରା

ମୁମ୍ବାଇ:  ସରକାର ଯିବାପରେ ଶିବସେନା ନେତା ସଂଜୟ ରାଉତଙ୍କ ଆଉ ସେତେ ଭାଉ ଦେଖାଯାଉନାହିଁ  ।  ଶିବସେନାର କୁହାଳିଆ ନେତାଙ୍କ ପାଟି ଖନିମାରିଯାଇଛି ଇଡି ଜେରାରେ । 10ଘଣ୍ଟାକାଳ ଇଡି ଏଣୁ ତେଣୁ ପ୍ରଶ୍ନ ପଚାରି ସଂଜୟ ରାଉତଙ୍କୁ ବିରକ୍ତି କରିଦେଇଥିବା ଦେଖାଦେଇଥିଲା । ଗତକାଲି  ରାତି ପ୍ରାୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଚକ୍ରନାରାୟଣ ସ୍ୱରୂପ ନୀଳଚକ୍ର ଓ ତାହା ଉପରେ ଜଗତକୁ ଉଦ୍ଧାର କରିବା ପାଇଁ ଉଡୁଥିବା ପତିତପାବନ ବାନାଙ୍କୁ ଆଜି ପ୍ରଥମେ ପ୍ରଣାମ ଜଣାଇ କବି ଗୌର ଚରଣ…

ଭାଷା ଭାଗବତ : ଛୁଆ ସ୍ବୟଂପୂର୍ଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୪ ଛୁଆଟେ ଥାଏ ଯଦି ଘରେ ତା ସଂଗେ ଲାଗି ମନ ଭରେ ବଡ଼ମାନେ ବି ଶିଶୁ ହୋଇ ଛୁଆକୁ ଦିଅଂତି ଶିଖାଇ ଛୁଆର କାନେ ପଡ଼େ ଭାଷା ବଡ଼ମାନେ କରଂତି ଆଶା ଛୁଆଟି କହି ଶିଖୁ କଥା ଜଣାଉ ସୁଖ ଦୁଃଖ ବ୍ୟଥା ଅନୁକରଣ କରି ଛୁଆ କହିଲେ ଶବ୍ଦ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ମୁଁ ମହାନ୍ ତେଜସ୍ୱୀ ବ୍ରହ୍ମର୍ଷି କୁଶଧ୍ୱଜଙ୍କ କନ୍ୟା ବେଦବତୀ । ମୋର ପିତା ବେଦାଭ୍ୟାସ କରୁଥିବା ସମୟରେ ମୋର ନିର୍ମାଣ କରିଛନ୍ତି। ନାରାୟଣଙ୍କୁ ସ୍ୱାମୀ ରୂପେ ଲାଭ କରିବା ପାଇଁ ତପସ୍ୟା କରୁଛି। " ଅଟ୍ଟହାସ୍ୟ କରି ରାବଣ…

କବିତା : ମାଗେ ଜଗନ୍ନାଥ

ବିଶ୍ୱରଞ୍ଜନ ମହାନ୍ତି ହରିବୋଲ ହୁଳହୁଳି ବାଜୁଥିବ ଶଙ୍ଖ ଖୋଳ କରତାଳି ନାଚୁଥିବେ ଭକ୍ତ ଏକାଳେ ମୋ ପ୍ରାଣବାୟୁ ନିଅ ଜଗନ୍ନାଥ ବୈକୁଣ୍ଠ ଯିବି ମୁକତି ଲଭିବି ଏଇ ଆଜ୍ଞା ସତେ ହେବ ମାଗେ ଜଗନ୍ନାଥ ll ବଡ଼ ଦାଣ୍ଡ ପୂରିଥିବ ବସିଥିବ ରଥେ ସଂସାର ରଶିକୁ ଧରି ଭିଡୁଥିବେ ଭକ୍ତେ…

ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲେ ଇଡି ଅଧିକାରୀ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଶୁକ୍ରବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଛି। ସଞ୍ଜୟ ରାଉତ ସକାଳ ପ୍ରାୟ ୧୧ଟା ୩୦ ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେ ରାତି ପ୍ରାୟ ୯ଟା ୩୦ ସମୟରେ ଇଡି…

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ…