Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର…

କାଲିଠୁ ରାଜ୍ୟରେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । କାଲିଠୁ ଅସହ୍ୟ ହେବ । ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାକୁ ହିଟଓ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ଡୋନବାସରେ ରୁଷ ସୈନ୍ୟ ଉପରେ ୟୁକ୍ରେନର ଆକ୍ରମଣ, 100 ମୃତ: ରିପୋର୍ଟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସକାରାତ୍ମକ ନିଷ୍କର୍ସ ଆସିପାରିନି। ଅନେକ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ ଯୁଦ୍ଧ ଜାରି ରହିଛି। ତେବେ ବିଭିନ୍ନ ମିଡିଆର ରିପୋର୍ଟ ଅନୁୟାୟୀ ଡୋନବାସରେ…

ଯୁଦ୍ଧ ଶେଷ ପାଇଁ ଭାରତ ସମେତ ଅନେକ ଦେଶ ସହିତ ଯୋଗାଯୋଗରେ ଅଛୁ: ଗୁଟେରସ

ଜେନେଭା: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ସେ ମଧ୍ୟସ୍ଥତା ପ୍ରୟାସରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହ ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ ଏବେ ନିଆଁରେ ଜଳୁଛି । ସାରା ଦୁନିଆର ଆଖି ଆଗରେ ଦେଶଟି ଧ୍ୱଂସ ହେଉଛି ବୋଲି ସେ ଗଭୀର…

କେଉଁ କାରଣ ପାଇଁ ସୋମବାର ଋଷ-ୟୁକ୍ରେନ ଆଲୋଚନା ଅଧାରେ ସ୍ଥଗିତ ରହିଥିଲା?

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯାୟ ଆଲୋଚନା ହୋଇଥିଲା । ଏହି ବୈଠକରୁ କୌଣସି ସୁଫଳ ମିଳିନଥିଲା। ଭିଡିଓ କନଫେରନ୍ସ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ଆଜି (ମଙ୍ଗଳବାର) ମଧ୍ୟ ଜାରି ରହିବ। ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଏଠାରେ (ରତ୍ନ ସିଂହାସନରେ )ସପ୍ତାବରଣ ଯୁକ୍ତ ଯଥା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ସୁଦର୍ଶନ, ଶ୍ରୀଦେବୀ, ଭୁଦେବୀ, ମାଧବ ବା ହ୍ରସ୍ୱ ନୀଳମାଧଵ.…

ସନେଟ : ମଳୟ

ରବି ପଣ୍ଡା ଧୀରେ ଧୀରେ ଝର୍କା ଦେଇ ଧାରେ ଧାରେ ପଶି ଆସେ ଦକ୍ଷିଣା ପବନ ଶୀତକୁ ଆକଟ କରି ଉତ୍ତରା ପବନ ଫେରେ, ତା'ର ଅଭିସାର ସାରି ଅଳପ କୁହୁଡ଼ି ସହ ମିଠା ମିଠା ଥଣ୍ଡା ଦିଏ ପାହାନ୍ତି ପ୍ରହର ଝାପସା ଦିଗନ୍ତରୁ ସୂର୍ଯ୍ୟ ଉଏଁ , ଫିକା ଫିକା ଲାଲ୍ ରଙ୍ଗ ଧରି। ଆକାଶ କ୍ରମଶଃ ସଫା,…

ଭାଷା ଭାଗବତ : ଜ୍ଞାନାଧୀନ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୪  ଯାହା ବି ପଡ଼େ ଆମ କାନେ ତାହା ହିଁ ସତ ଭାବି ମନେ ସଂଚିଲେ ହେବା ହଇରାଣ ସେପରି ଶୁଣାକଥାମାନ ଯାହା ବି ଲେଖା ହୁଏ ବଂଟା ମିଠା ପିତା ଓ କଷା ଖଟା ସେ ସ୍ବାଦ ପାଇ ହେଲେ ଭୋଳ ମନରେ ହୁଏ ଗଂଡଗୋଳ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୮ କି ପ୍ରକାର ମୂର୍ଖ ! ବୁଦ୍ଧି ବୃତ୍ତି କ'ଣ ଟିକିଏ ହେଲେ ନାହିଁ । ସୁକାନ୍ତି ଯେ ଆଠ ମାସର ଗର୍ଭବତୀ । ତା’କୁ ହେଭି କାମ କରିବାକୁ ମ୍ୟାଡ଼ମ୍ ବାରମ୍ବାର ବାରଣ କରିବାର ଶୁଣିଛି ସେ । ତାଙ୍କୁ ସମ୍ଭାଳିନେବା ୟା…

ଦଳ ଭିତରେ ଏକ ଘରିକିଆ ଅପରାଜିତା ! ଦଳୀୟ କର୍ମୀ କହିଲେ ପ୍ରଚାର ପାଇଁ ନାହିଁ ଆବଶ୍ୟକ ପତାକା

ଭୁବନେଶ୍ୱର: ରାଜଧାନୀରେ ମେୟର ପଦ ହାତେଇବା ପାଇଁ ବିଜେଡି ଓ କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି । କଂଗ୍ରେସ ରାଜଧାନୀରେ ନିଜର ସ୍ଥିତି ଜାଣିଥିଲେ ମଧ୍ୟ ୱାର୍ଡ-ୱାର୍ଡକୁ ବୁଲି ପ୍ରଚାରକୁ ଜୋରଦାର କରୁଛି । ହେଲେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଏଠି ଶିଥିଳ ପଡିଯାଇଛି । କାରଣ ପ୍ରଚାର…