କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ
ଲସ ଆଞ୍ଜେଲ୍ସ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ରବିବାର ନୂତନ ଘୋଷଣା କରିଛନ୍ତି । ଆମେରିକାର ଲସ ଆଞ୍ଜେଲ୍ସରେ ସେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ୧୫ ଏକର ଜମିରେ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ…