Latest Odisha News

BREAKING NEWS

ଚାଷୀଙ୍କ ପୁଅକୁ 290 କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ: ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଜଣେ ଚାଷୀଙ୍କ ପୁଅ ପ୍ରବୀଣ ରାଠୋରଙ୍କୁ ଆୟକର ବିଭାଗ ସମନ କରିଛି। 290 କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନକୁ ନେଇ ଆୟକର ବିଭାଗ ସମନ କରିଥିବା ସୂଚନା ରହିଛି । ମାର୍ଚ୍ଚ 15 ସୁଦ୍ଧା ଏ ନେଇ ଜବାବ ରଖିବାକୁ କୁହାଯାଇଛି। ଆୟକର ନୋଟିସ ଅନୁଯାୟୀ ମୁମ୍ବାଇ…

ପୁଣି ଭୟ ବଢ଼ାଇଲା କରୋନା: ଚୀନ୍, ଜର୍ମାନୀ, ବ୍ରିଟେନରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ବେଜିଂ: ପୁଣି ଭୟ ବଢ଼ାଇଲା କରୋନା । ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି । ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି । ନୂଆ ଲକ୍‌ଡାଉନ୍ ନିୟମ ଅନୁସାରେ, ପରିବାରର ସବୁ ସଦସ୍ୟଙ୍କୁ ଘରେ…

ଆଳୁ, ଟମାଟୋ ଦର ନିୟନ୍ତ୍ରଣ କରିବାକୁ ରାଜନୀତିରେ ଆସିନି: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏବେ ଆକାଶ ଛୁଆଁ । ଏ ନେଇ ସରକାର ବିରୋଧରେ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ମାର୍ଚ୍ଚ 8ରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ରବିବାର ବିରୋଧୀଙ୍କୁ ଟାର୍ଗେଟ୍ କରି ଇମ୍ରାନ ଖାନ୍ ପଞ୍ଜାବ ପ୍ରଦେଶ (ପାକିସ୍ତାନ)ରେ…

ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା

ଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି…

ଚୀନରେ ମାଡୁଛି କରୋନା: ଲକଡାଉନରେ ଅନେକ ସହର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ବିଭିନ୍ନ ଦେଶରେ କରୋନା ପ୍ରକୋପ କମୁଛି । କିନ୍ତୁ ଚୀନରେ କାୟା ମେଲାଉଛି କରୋନା । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଦୈନିକ କୋଭିଡ୍ କେସ୍ ପୁଣି ଥରେ ସଂକ୍ରମଣ ଚିନ୍ତା ବଢ଼ାଇଛି । ସେଠାରେ ଦୈନିକ କେସ୍ ହୁ ହୁ ହୋଇ ବଢୁଛି । ସଂକ୍ରଣ ବଢ଼ିବା ସହ ଫେରିଛି…

ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତି ନେଇପାରୁନି ବିଜେପି ?

ପାଣାଜି: ଗୋଆରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏ ନେଇ ସସପେନ୍ସ ଜାରି ରହିଛି । ବିଧାନସଭା ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ବିଜେପି ପ୍ରମୋଦ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦ୍ୱିତୀୟ ସୁଯୋଗ ଦେବ ନା ଦଳ ନୂଆ ମୁଖ୍ୟମନ୍ତ୍ରୀ ଆଣିବ ତାହା ସ୍ଥିର କରିନାହିଁ। ଏ ନେଇ…

ବିଜେଡି ଦଖଲରେ ୩୦ ଜିଲ୍ଲା ପରିଷଦ, ୭୦ ପ୍ରତିଶତ ମହିଳାଙ୍କ ହାତରେ ଶାସନ ଭାର

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥରପାଇଁ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଛି । ଚଳିତଥର ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲାପରିଷଦ ସଭାପତି ଭାବେ ମାତ୍ର ୨୩…

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼…

ମାର୍ଚ୍ଚ 27ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସେବା: ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ଆସନ୍ତା 27 ତାରିଖରୁ ନିୟମିତ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଏହା କହିଛନ୍ତି। କୋଭିଡ ସଂକ୍ରମଣ ଯୋଗୁଁ 2020 ମାର୍ଚ୍ଚ 23ରେ…

ସ୍ୱାମୀ ନା ପିଶାଚ: ସ୍ତ୍ରୀକୁ ଜୀଅନ୍ତା ପୋତି ଦେଇଥିଲା

କାମାକ୍ଷାନଗର: ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କଲା । ସେତିକିରେ ମନ ବୁଝିଲା ନାହିଁ ଯେ, ଜୀଅନ୍ତା ପୋତି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ବର୍ବର ଓ ଅମାନବୀୟ ଘଟଣା ଘଟିଛି ।…