Latest Odisha News

BREAKING NEWS

ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଭାରତୀୟ ଦଳରେ ଓଡିଶାର ଦୀପ ରଞ୍ଜନ

ଭୁବନେଶ୍ୱର: ସ୍ପେନର ଭିକ୍ଟୋରିଆରେ ଆୟୋଜିତ ହେବାକୁ ଥିବା ସ୍ପାନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଓଡିଶାର ଦୀପ ରଞ୍ଜନ ବିଶୋୟୀ ଏହି ଦଳରେ ସ୍ଥାନ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗବତ ଦଳର ନେତୃତ୍ୱ ନେବେ ।…

ଯୁଦ୍ଧ ଶାନ୍ତି ପାଇଁ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦୁଝର: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ…

ଅଜବ ଟୁଇଟ୍‌କୁ ନେଇ ଚର୍ଚ୍ଚା, ହ୍ୟାକ୍ ହେଲା କି ରୋହିତଙ୍କ ଆକାଉଣ୍ଟ?

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଭେରିଫାଏଡ୍ ଟୁଇଟର୍ ଆକାଉଣ୍ଟରୁ ତିନୋଟି ଅଜବଗଜବ ଟୁଇଟ୍ ଆସିବା ପରେ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି । ଏହି ତିନୋଟି ଟୁଇଟ୍ ପାଖାପାଖି…

୬ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

ଝାରସୁଗୁଡ଼ା : ୬ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ପୋଲିସ । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଝାରସୁଗୁଡା ତଥା ବିଭିନ୍ନ ଜିଲ୍ଲାରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ବଡ଼ ବଡ଼ ଲୁହା ପାଣି ପାଇପକୁ ଏହି ଚୋରମାନେ ଚୋରି କରି ଛତିଶଗଡ଼ରେ ବିକ୍ରି କରୁଥିଲେ ।…

କ୍ରମାଗତ ୭୨ ଘଂଟାରୁ ଅଧିକ ସମୟ ବ୍ୟାଟିଂ କରି ବିଶ୍ୱ ରେକର୍ଡ କଲେ ମୁମ୍ବାଇର ସିଦ୍ଧାର୍ଥ

ମୁମ୍ବାଇ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସିଦ୍ଧାର୍ଥ ମୋହିତେ କ୍ରମାଗତ ୭୨ ଘଂଟା ୫ ମିନିଟ ବ୍ୟାଟିଂ କରି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାର ଭିଡିଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡକୁ ପଠାଯାଇଛି । ସେ ନିଜ ଦେଶର ବିରାଗ ମାନେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିରାଗ ୫୦ ଘଂଟାରୁ…

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ…

ଡବଲ୍ ଧମାକା ନେଇ ଖୁବଶୀଘ୍ର ଆସୁଛନ୍ତି ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ପ୍ରଯୋଜନା ମାମଲାରେ ଗିରଫ ହୋଇଥିଲେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତଥାପି ଭାଙ୍ଗିନପଡି ଆଗକୁ ବଢିଥିଲେ ଶିଳ୍ପା ସେଟ୍ଟୀ । ଡାନ୍ସ ରିୟାଲିଟି ସୋ’ରେ ଜଜ୍ ଭାବେ ପୁଣି ହାତେଇଥିଲେ ଆସନ, ଆରମ୍ଭ କରିଛନ୍ତି ଟକ୍ ସୋ ‘ସେପ୍ ଅଫ୍ ୟୁ’ । ଯାହା ଜଣାପଡୁଛି ଚଳିତବର୍ଷ…

ଶତାଧିକ ବର୍ଷର ରହସ୍ୟମୟ ଶିବ ଲିଙ୍ଗ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ରହସ୍ୟମୟ ମନ୍ଦିର ଓ ମୂର୍ତ୍ତି ରହିଛି । ଏଭଳି ଏକ ରହସ୍ୟମୟ ଶିବଲିଙ୍ଗ ରହିଛି ଆୟରଲ୍ୟାଣ୍ଡରେ । ଯାହାକୁ ନଷ୍ଟ କରିବା ପାଇଁ ଲୋକମାେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତ କିଛି ବର୍ଷ ହେବ ଆୟରଲ୍ୟାଣ୍ଡ ଶିବଲିଙ୍ଗକୁ କ୍ଷତି କରିବାକୁ ଚେଷ୍ଟା…

ଆଇଏସଏସଏଫ ଶୁଟିଂ ବିଶ୍ୱକପ: ସୌରଭଙ୍କୁ ସ୍ୱର୍ଣ୍ଣ, ହଟିଲା ରୁଷର ପତାକା

ନୂଆଦିଲ୍ଲୀ: କାଇରୋରେ ଅନୁଷ୍ଠିତ ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତର ୧୯ ବର୍ଷୀୟ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଟାଇଟଲ ମୁକାବିଲାରେ ଜର୍ମାନୀର ମାଇକେଲ ଶେୱାଲ୍ଡଙ୍କୁ ପରାସ୍ତ କରିଥିଲେ । ଶେୱାଲ୍ଡ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଷିଆର…

[ଭିଡିଓ] ଉଡନ୍ତା ହେଲିକପ୍ଟରରେ ଝୁଲନ୍ତା ଅବସ୍ଥାରେ ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପ୍ରତିବର୍ଷ ଅନେକ ଲୋକ ଭିନ୍ନଭିନ୍ନ କାରନାମା ଜରିଆରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ନଜିର ରହିଛି । ସେଥିମଧ୍ୟରୁ କିଛି ଅଜବ, ତାଜୁବକର ଓ ରୋମାଂଚକ କିମ୍ବା ବିପଦପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ବ୍ୟକ୍ତି ଏକ ଉଡନ୍ତା ହେଲିକପ୍ଟରରେ କିଛି ଚକିତକର…