Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ । ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର…

ପ୍ରେରଣା ହିଁ ପ୍ରତିଭାର ମୂଳଉତ୍ସ : ମୁକୁଲ୍ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟରେ ମୁକୁଲ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ହୃଦବନ୍ଦୀ,…

ପଶ୍ଚିମା ଝଡ ପ୍ରଭାବ: ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ବିଜୁଳି-ଘଡଘଡି ସହ ବର୍ଷା କରାଇବାର ସମ୍ଭାବନା ରହିଥିବା ନେଇ ଡପଲର ରାଡାରରୁ ସୂଚନା ମିଳୁଥିବା ଭାରତୀୟ ପାଣିପାଗ ବିଭାଗର…

ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା: ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼, ବିଜେପି ଓ ଏନପିପି ପରସ୍ପରକୁ ଦୋଷ ଲଦିଲେ

ମଣିପୁର: ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା । ସେଠାକାର ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚାଲିଥିବା ହିଂସା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ନ୍ୟାସନାଲ ପିପୁଲ ପାର୍ଟି ଶନିବାର ପରସ୍ପରକୁ ଦାୟୀ କରିଛନ୍ତି । ଖବର ଅନୁସାରେ, ପୂର୍ବ ଇମ୍ଫାଲର…

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତରୁ ଅଧିକ ଭୋଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅପରାହ୍ନ ୧ଟା ସୁଦ୍ଧା ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିବା…

[ଦେଖନ୍ତୁ ଭିଡିଓ] ନିୟମଗିରି ପାହାଡ ଉପରେ ଭୋଟରଙ୍କ ମତ ଦାନ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ହୋଇଛି । ଶାନ୍ତିର ସହିତ ୨ ବ୍ଲକ ଅଞ୍ଚଳରେ ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଏହି ଦୁଇ ବ୍ଲକରେ…

ଗିରଫ ହୋଇ ପାରନ୍ତି ସମୀର ୱାଙ୍ଖେଡ

ମୁମ୍ବାଇ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ତାଙ୍କ ନାମରେ ଜାଲିଆତି ଅଭିଯୋଗ ଆସିଛି । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ ଜେଲ ଯିବା ଆଶଙ୍କାକୁ ଏଡାଇ ଦେଇ ହେବନି । ୧୯୯୬-୯୭ରେ ଥାଣେର ସଦଗୁରୁ ହୋଟେଲ ଏବଂ ବାର…

ପଞ୍ଚାୟତ ନିର୍ବାଚନ: ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଭୋଟରମାନେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ…

ନଦୀରେ ଖସି ପଡ଼ିଲା ବରଗାଡ଼ି, ବର ସମେତ ୯ ମୃତ

କୋଟା (ରାଜସ୍ଥାନ): ବିବାହ ପୂର୍ବରୁ ବାଟରେ ଦୁର୍ଘଟଣାର ଶିକାର ହେଲା ବରକୁ ନେଇ ଯାଉଥିବା ଗାଡ଼ି । ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଓ ହୃଦୟବିଦାରକ ଘଟଣା ରାଜସ୍ଥାନର କୋଟାରେ ଘଟିଛି । କୋଟା ନୟାପୁରା ପୋଲିସ ଷ୍ଟେସନ ପରିସରରେ…

ଦଳରୁ ବାହାରିବା ପରେ ରାଗିଗଲେ ଶାହା: ଗାଙ୍ଗୁଲି, ଦ୍ରାବିଡଙ୍କୁ କଲେ ଟାର୍ଗେଟ

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇଛି । ଏହି ଦଳରୁ ସିନିୟର ୱିକେଟ କିପର ରିଦ୍ଧିମାନ ଶାହ ଦଳରୁ ବାଦ ପଡିଛନ୍ତି । ଟିମରୁ ବାହାରିବା ପରେ ରବିବାର ଶାହ କୋଚ ରାହୁଲ ଦ୍ରାବିଡ ଓ ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି । ରଣଜୀ…