Latest Odisha News

BREAKING NEWS

ଯାଜପୁର ବିଞ୍ଝାରପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲାରେ ପୁଣି ବିଶୃଙ୍ଖଳା । ବିଭିନ୍ନ ସ୍ଥାନରେ ଦେଖାଦେଇଛି ଉତ୍ତେଜନାମୂଳକ ପରିସ୍ଥିତି । ବିଞ୍ଝାରପୁର ବ୍ଲକ୍‌ର ବାଛଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ୪ ଜଣ…

ଘାଟିରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଜୟପୁର: ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ଜୟପୁର ନିକଟ ଘାଟିରେ ଭାରସାମ୍ୟ ହରାଇ ଏଲପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହେଉଥିବା ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ…

ଯାଜପୁରରେ ଭୋଟ୍ ବେଳେ କୋରେଇ ବିଡିଓଙ୍କୁ ଆକ୍ରମଣ, ୪ଟି ବୁଥରେ ମତଦାନ ବନ୍ଦ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା । ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । କୋରେଇ ବ୍ଲକରେ…

ନିୟମଗିରି ପାହାଡ଼ ତଳ ପୋଲ ନିକଟରୁ ଟିଫିନ୍ ବୋମା ଜବତ

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କର ଯୋଜନାକୁ ପଣ୍ଡ କରିଛି ରାୟଗଡ଼ା ପୋଲିସ । କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଟିଫିନ୍ ବୋମା ଜବତ ହୋଇଛି । ପୋଲିସକୁ ଟାର୍ଗେଟ୍ କରି…

ଦେଶରୁ ଦିନକରେ ୨୦ ହଜାର କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ହଜାର ୯୬୮ କରୋନା ଆକ୍ରାନ୍ତ । ଏହି ସମୟରେ କରୋନାରେ ଯାଇଛି ଆଉ ୬୭୩ ଜୀବନ । ଏହାକୁ ମିଶାଇ ଦେଶରେ…

ପୁରୀରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପୁରୀ ଅଭିମୁଖେ ଯାଇଛନ୍ତି । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସେ ସୌଜନ୍ୟମୂଳକ ସାକ୍ଷାତ କରିବେ ଧର୍ମେନ୍ଦ୍ର…

ରାଜ୍ୟରେ ପାଞ୍ଚ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । ପାଞ୍ଚ ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩ । ୧୮ ବର୍ଷ…

ପୁରୀରେ ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲ ସେ ଶ୍ରୀକ୍ଷେତ୍ରରେ ରାତ୍ରିଯାପନ କରିଥିଲେ । ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୧ଟାରେ ଶରଧାବାଲିରେ ହେବାକୁ…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଜି ଗୋଟିଏ ପର୍ୟ୍ୟାୟରେ ୧୧୭ ଆସନ ପାଇଁ ଭୋଟ୍ ନିଆଯାଉଛି । ମୈଦାନେ ଅଚନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୩ ଜଣ ମହିଳା । ପଞ୍ଜାବର ମୋଟ୍ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ…

ଭୋଟ୍ ଦେଉଛି ଓଡ଼ିଶା: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ୱର: ପଞ୍ଚାୟତ  ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଠି ଭୋଟ୍ ଗ୍ରହଣ । ଦିନ ଗୋଟାଏ ଯାଏ ଚାଲିବ । ୨୯ ଜିଲ୍ଲାର ୬୩ ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଓ ୧୩୮୨ ପଞ୍ଚାୟତରେ ମତଦାନ ଚାଲିଛି । ୧୮ହଜାର ୪୯୫ ବୁଥରେ ଭୋଟ୍ ଦେବେ ୫୬ ଲକ୍ଷ ୫୩ ହଜାର…