Latest Odisha News

BREAKING NEWS

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ…

ଦଶପଲ୍ଲାରେ ବସ୍-ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଟ୍ରକ ଡାଇଭର ମୃତ ,୧୫ ଆହତ

ନୟାଗଡ : ଦଶପଲ୍ଲା ଘାଟିଲେ ବସ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ।୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଦଶପଲ୍ଲା ଟାକରା ଘାଟିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓଏସଆରଟିସି ବସଟି କଣ୍ଟମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି…

ହାପି ବାର୍ଥ ଡେ’ ଅଜୟ ଦେବଗନ୍

ମୁୁମ୍ବାଇ : ଆଜି ହେଉଛି ବଲିଉଡର ହ୍ୟାଣ୍ଡ ସମ୍ ଅଜୟ ଦେବଗନଙ୍କ ବାର୍ଥ ଡେ' । ଆଜିି ୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍ । ଏନେଇ ତାଙ୍କୁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ୨୨ ବର୍ଷ ବୟସରେ ଅଜୟ ଦେବଗନ ଅଭିନୟ ଦୁନିଆକୁ ଆସିଥିଲେ । ଅଜୟ ୨ ଏପ୍ରିଲ ୧୯୬୭ ମସିହାରେ…

ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ପୁଣି ବଢ଼ିଲା ସଂକ୍ରମଣ: ୮ ଜିଲ୍ଲାରୁ ୪୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତକାଲି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨ ଜଣ…

କୁଳାଙ୍ଗାର ଉବାଚ : ବଡ ପାଇଖାନା

ବଳିଆ ଭାଇ ପଚାରିଲେରେ ଜଗା ଆମର ତ ପାଇଖାନାର ଆବଶ୍ୟକତା ନାହିଁ; କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ? ଜଗା କହିଲେ - ଭାଇ ଆମେମାନେ ସିନା ମଣିଷ ପରି ନାନା ଅଭ୍ୟାସ କରିଛେ; ହେଲେ ଖାଇବା ଓ ମଳତ୍ୟାଗ କରିବା କାମଟିକୁ ତ ମଣିଷଙ୍କ ପାଇଁ…

ଲୁହା ବୋଝେଇ ଟ୍ରଲର ଗାଡି ଦୁର୍ଘଟଣା , ଡ୍ରାଇଭର ମୃତ

କନ୍ଧମାଳ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । କୋଟଗଡ ନିକଟସ୍ଥ ପବନ ଗାଁରେ ଲୁହା ବୋଝଇ ଟ୍ରଲର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଲୋକଙ୍କ କହିବା ଅନୁସାରେ ତୁମୁଦିବନ୍ଧ ପଟୁ ପ୍ରାୟ ରାତି ଦୁଇଟା ସମୟରେ ଲୁହା ବୋଝେଇ ଟ୍ରଲରଟି ତାମିଲନାଡୁ ଅଭିମୁଖେ…

ରାଜ୍ୟରେ ୯ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର,…

ସମିତି ସଭ୍ୟଙ୍କୁ ଅଟକ ରଖିବା ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ

ଖଲ୍ଲିକୋଟ : ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା…

ନୂତନ ଅବକାରୀ ନୀତି : ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ

ଭୁବନେଶ୍ୱର: ଲାଗୁ ହେଲା ନୂଆ ଅବକାରୀ ନୀତି । ଏଣିକି ଠାକୁର କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଦ ଦୋକାନରେ ରହି ପାରିବନି  ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି…