ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୁବୃହ୍ୟ ରୁପ ବା ଚତୃଦ୍ଧl ମୂର୍ତ୍ତିଙ୍କୁ ବିଷ୍ଣୁଙ୍କ ଚାରି ସ୍ୱରୂପରେ ବିବେଚନା କରାଯାଏ। ଯଥା : ଜ୍ଞାନାତ୍ମକ ସତ୍ୟ ମହାବିଷ୍ଣୁ, ଐଶ୍ଵର୍ଯ୍ୟlତ୍ମକ ସତ୍ୟ…