ବିହାର ଛାଡିବେନି ନୀତିଶ !
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସେ ରାଜ୍ୟସଭା ଯିବେ ବୋଲି ବିଭିନ୍ନ ସୂତ୍ରରୁ ଖବର ପ୍ରକାଶ ପାଇଛି । ତେବେ ଏହି ଖବରାରେ ବିରାମ ଲଗାଇଛନ୍ତି ଜେଡୁୟୁ ନେତା ସଞ୍ଜୟ ଝା । ବିହାରର ଏ ମନ୍ତ୍ରୀଜଣକ କହିଛନ୍ତି ନୀତିଶ…