Latest Odisha News

BREAKING NEWS

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ହଟିବ ନାଇଟ କର୍ଫ୍ୟୁ ,ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ

କର୍ଣ୍ଣାଟକ : କର୍ଣ୍ଣାଟକରେ ହଟିବ ନାଇଟ କର୍ଫ୍ୟୁ । କର୍ଣ୍ଣାଟକ ସରକାର ସୋମବାର ୩୧ ତାରିଖ ରାତିରୁ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭିନ୍ନ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଏହି ବୈଠକରେ…

ଅଷ୍ଟ୍ରେଲିଆନ ଓପନ: ୪୪ ବର୍ଷ ପରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ ଜିତିଲେ ବାର୍ଟି

ମେଲବୋର୍ଣ୍ଣ: ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ଜିତିଛନ୍ତି ଆଶଲେ ବାର୍ଟି । ଫାଇନାଲରେ ସେ ଆମେରିକାର ଡାନିୟଲ କଲିନ୍ସଙ୍କୁ ୬-୩, ୭-୬ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୧୯ରେ ଫ୍ରେଂଚ ଓପନ…

ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ, ଜଳିଗଲେ ରୋଗୀ

କୋଲକାତା : କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲେ ରୋଗୀ । ପଶ୍ଚିମବଙ୍ଗର ବଡୱାନ ସ୍ଥିତ ସରକାରୀ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା କର୍ତ୍ତୁ ପକ୍ଷ ସୂଚନା ଦେଇଛନ୍ତି ।ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତ…

ବନ୍ଦ ହେବ ଖଣ୍ଡଗିରି ମେଳା, ଅନିଶ୍ଚିତତା ଘେରରେ ଯାତ୍ରା କଳାକାର

ଭୁବନେଶ୍ୱର: ଚଳିତବର୍ଷ ବନ୍ଦ ହେବ ଖଣ୍ଡଗିରି ମେଳା ସହିତ ଯାତ୍ରା ମଧ୍ୟ ବନ୍ଦ ହେବ । କୋଭିଡ଼ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖଣ୍ଡଗିରି ମେଳା ବନ୍ଦ କରିବା ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ…

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ…

ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ରହସ୍ୟମୟୀ ଯୁବତୀ କିଏ ?

ମୁମ୍ବାଇ: ବଲିଉଡର୍ ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ରୋଶନ୍ । ସୁଜୈନ ଖାନଙ୍କ ସହ ଛାଡପତ୍ର ପରେ ସେ ଏବେ ସିଙ୍ଗଲ୍ ଅଛନ୍ତି । ଏପରି ସ୍ଥିତିରେ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଜାଣିବାକୁ ଫ୍ୟାନମାନେ ଚାହିଁ ବସିଛନ୍ତି । ନିକଟରେ ହ୍ରିତିକ୍ ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ନଜର ଆସିଥିଲେ । ସେବେଠୁ…

ସଂକ୍ରମଣ ହ୍ରାସ ପାଇଛି ,ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯଦିଓ ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋଣସି ନିଷ୍ପତ୍ତି ନେଇ ନାହାନ୍ତି । କିଛି ଦିନ କରୋନା ସଂକ୍ରମଣ ଗତି ଉପରେ ନଜର ରଖାଯିବ…

ରହସ୍ୟମୟ ମନ୍ଦିର: ଦେବୀ ମା’ଙ୍କୁ ପ୍ରସାଦ ବଦଳରେ ଅର୍ପଣ କରାଯାଏ ପଥର

ଭୁବନେଶ୍ୱର: ଆମ ଚାରିପେଟ ବିଭିନ୍ନ ମଠ ମନ୍ଦିର ରହିଛି । ଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପୂଜା ରୀତି ନୀତି ରହିଛି । ହେଲେ ଦେବୀ ମା’ଙ୍କର ଏମିତି ଏକ ରହସ୍ୟମୟ ମନ୍ଦିର ରହିଛି। ଯେଉଁଠି ପ୍ରସାଦ ଭାବେ ଚଢାଯାଉଛି ପଥର । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଏ ହେଉଛି ଛତିଶଗଡର ବିଲାସପୁର…

ଗର୍ଭବତୀ ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଯୋଗ୍ୟ ଗାଇଡଲାଇନ ଉପରେ SBIକୁ ନୋଟିସ୍ ଜାରି କଲା ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ:ତିନି ମାସରୁ ଅଧିକ ଗର୍ଭଗତୀ ଥିବା ମହିଳାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରୋକିବାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଏକ ବିଜ୍ଞପ୍ତି ଜାରି କରିଛି ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ମହିଳାଙ୍କୁ ଗର୍ଭବତୀ ମହିଳାଙ୍କୁ ସାମୟିକ ଭାବେ ଅଯୋଗ୍ୟ କହିବା…

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି…