Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଆନନ୍ଦପୁରରେ ଥିବା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନରେ ପଞ୍ଝା ମାରିଛି ଭିଜିଲାନ୍ସ…

୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ୍ ସହ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର । ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ନୂଆ ଦର । ଫଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୯୨୬ରୁ ବଢ଼ି ୯୭୬ ଟଙ୍କା ହୋଇଛି । ୨୦୨୧ ଅକ୍ଟୋବର ୬ ତାରିଖରେ ଦେଶରେ ଶେଷ ଥର…

ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଚାରି ମାସ ପରେ ତୈଳ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ଲେଖାଏ ବୃଦ୍ଧି ହୋଇଛି । ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର । ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟ୍ର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ଦାମ୍ ୯୨…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୫ ମୁଁ ଭାବୁଛି ସୁକାନ୍ତି ସହ ମୁଁ ନିଜେ ଯିବି । ତାକୁ ନେଇ ଛାଡ଼ି ଆସିବି ତା’ ବାପଘରେ । ଏ ଭିତରେ ସେ ମୋ ସହ ବହୁତ କ୍ଲୋଜ ହେଇସାରିଲାଣି । ସେ ଗଲେ ତ’ ଭଲ ଲାଗିବନି , କିନ୍ତୁ ତା’ ସୁରକ୍ଷା ଆଗ । ଯିବା ଆସିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ନୀଳାଦ୍ରିନାଥ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବିଶେଷ ଭାବରେ ଉପସ୍ଥାପିତ କରିବା ପରେ, ଆଜି ନୀଳାଦ୍ରିନାଥ କହିବାର ତାତ୍ପର୍ଯ୍ୟ ହେଲା, ସବୁ ରହସ୍ୟର ମହାନାୟକ ଶ୍ରୀଜଗନ୍ନାଥ ମୁଖ୍ୟତଃ…

ଭାଷା ଭାଗବତ : ନୂତନ ଲିଖନ ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୨ ସବୁ ତ ହେଲାଣି ନୂତନ କିଛି ବି ନାହିଁ ତତ୍କାଳୀନ ଇଂଧନ ରଂଧନ ଭୋଜନ ପରିଧାନ ଓ ପ୍ରସାଧନ ଲୋକଂକ ଗମନାଗମନ ନିମଂତେ କେତେ ଭଳି ଯାନ ଗାୟନ ନର୍ତନ ଭଜନ କୀର୍ତନ ପରି କାର୍ଯମାନ କେଉଁଟି ନାହିଁ ପୂର୍ବ ଭଳି ସବୁ ତ ଗଲାଣି…

ଏପ୍ରିଲରୁ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏପ୍ରିଲ ମାସରୁ ସ୍କଲରେ ମିଳିବ ମଧ୍ୟାହ୍ନ ଭୋଜନ । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଡାଲ ଅଫିସର ସନତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଏପ୍ରିଲରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ…

ଶ୍ରୀଜିଉଙ୍କ ଦର୍ଶନ କଲେ କମେଡିଆନ୍ କପିଲ ଶର୍ମା

ପୁରୀ: ପ୍ରଥମ ଥର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କମେଡିଆନ ତଥା ବଲିଉଡ କଳାକାର କପିଲ ଶର୍ମା । ନିଜର ଏକ ଫିଲ୍ମ ସୁଟିଂ ପାଇଁ ଭୁବନେଶ୍ୱର ଗସ୍ତରେ ରହିଥିବା କପିଲ ସୋମବାର ସଂଧ୍ୟାରେ ବଡ ଠାକୁରଙ୍କୁ ଦର୍ଶନ କରିଥିଲେ । କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ…

‘ଆଧୁନିକ ଯୁଗରେ ଆଧ୍ୟାତ୍ମିକ ପ୍ରୋୟଗର ଆବଶ୍ୟକତା ରହିଛି’

ବ୍ରହ୍ମପୁର: ଆତ୍ମନିର୍ଭର ଭାରତରେ ଚାଷର ଆବଶ୍ୟକତା ଅଧିକ ରହିଛି । କିଭଳି ଆମେ ବିନା ସାର ଏବଂ କୀଟନାଶକରେ ଚାଷ କରିବା ସେ ଦିଗରେ ଗୁରୁତ୍ୱ ଦେବା ଦରକାର । ସୋମବାର ବ୍ରହ୍ମପୁର ରାମଚନ୍ଦ୍ରପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆୟୋଜିତ ଆତ୍ମନିର୍ଭରଶୀଳ ଭାରତର କୃଷକ ସମାବେଶରେ…

ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ଫାଙ୍ଗୋନାନ ଯିବେ ରାଜ୍ୟସଭା !

କୋହିମା: ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ବିଜେପିର ଫାଙ୍ଗୋନାନ କୋନ୍ୟାକ ରାଜ୍ୟସଭା ଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଶାସକ ଦଳ ୟୁନାଇଟେଡ ଡେମୋକ୍ରାଟିକ ଆଲାୟନ୍ସ ପକ୍ଷରୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ସୋମବାର ନାମାଙ୍କନ ଦାଖଲ…