Latest Odisha News

BREAKING NEWS

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ…

[ଭିଡିଓ] ଡ୍ରେନ ଭିତରୁ ନବଜାତ ଉଦ୍ଧାର

କେନ୍ଦୁଝର: କାହିଁକି ଅଲୋଡା ହେଉଛନ୍ତି ଶିଶୁକନ୍ୟା ? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟ ଅଲୋଡା । କେନ୍ଦୁଝର ମେଡିକାଲ ଆହାର କେନ୍ଦ୍ର ଡ୍ରେନରୁ ଆଜି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ଶିଶୁ କନ୍ୟାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ଯାଜପୁର ନଦୀ ବୁଡି ଘଟଣା: ୬ ଜଣଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡସୁଆର ବନ୍ଧମୁଣ୍ଡା ଖରସ୍ରୋତା ନଦୀ ବୁଡି ଘଟଣା । ଏଥିରେ ନିଖୋଜ ୬ ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ନିଖୋଜ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଶେଷ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ଯୁବକଙ୍କ ଶବ…

ପିଚୁ କଡେଇରେ ପଡ଼ିଗଲେ ୩ ଶିଶୁ, ତାପରେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳ କନକନା ଗାଁରେ ଅଘଟଣ । କନକନା ଗାଁ ରାସ୍ତା କାମ ଚାଲୁଥିଲା । ହଠାତ ପିଚୁ କଡେି ଭିତରେ ୩ ଜଣ ଶିଶୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଶିଶିମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ । ସୂଚନା ଅନୁସାରେ, କନକନା ଗାଁର ରାସ୍ତା କାମ ଚାଲିଛି…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଭୁବନେଶ୍ୱର : ପଖାଳ ପ୍ରତିଟି ଓଡ଼ିଆର ହାଣ୍ଡିଶାଳର ପରିଚୟ । ପଖାଳ ଦିବସ ପାଳନରୁ ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ ହୋଇ ଆସୁଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ…

ବସ୍ତିପିଲାଙ୍କ ସହ ହୋଲି ପାଳିଲା ଅଙ୍କୁର ଫାଉଣ୍ଡେସନ

ଭୁବନେଶ୍ୱର: ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏକ ନିଆରା ଆୟୋଜନରେ ଫାଉଣ୍ଡେସନ ତରଫରୁ ବସ୍ତିରେ ରହୁଥିବା ପିଲାଙ୍କ ସହିତ ରଙ୍ଗ ଖେଳ କରା ଯାଇଥିଲା। ପିଲାଙ୍କୁ ହୋଲି ଖେଳିବା ପାଇଁ ରଙ୍ଗ ଓ ପିଚକାରୀ ଉପହାର ଦେବାସହ ସୁରକ୍ଷିତ ଓ ସୁନ୍ଦର ହୋଲି ପାଳନର…

[ଦେଖନ୍ତୁ ଭିଡିଓ] ପୌରପରିଷଦ ନିର୍ବାଚନ ପ୍ରଚାର ଜୋରଦାର

ଗୁଣୁପୁର : ଗୁଣୁପୁର ପୌରପରିଷଦ ନିର୍ବାଚନର ମଙ୍ଗ ଧରିଛନ୍ତି ଭାରତୀୟ ଜନତା ପାର୍ଟର ରାଜ୍ୟ ସଭାପତି ସମୀର ମହାନ୍ତି ।  ଏକ ବିରାଟ ପଟୁଆରରେ ଗୁଣୁପୁର ସହର ପରିକ୍ରମା କରି ଭାରତୀୟ ଜନତା ପାର୍ଟିର ଅଧକ୍ଷା ପ୍ରାଥୀ ଏବଂ କାଉନସିଲରଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ପ୍ରଚାର କରିଛନ୍ତି  ।…

ନାଟକ ସାହିତ୍ୟର ଏକ ରମଣୀୟ ଅଂଶ : ମେଜର ରମା ରମଣ ପାଢ଼ୀ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ  ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି,  ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍…

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ନିଆଳି : ନିଆଳିରେ ବୋମାମାଡ ।  ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି କିଛି ଦୁବୃର୍ତ୍ତ । ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚଙ୍କ ଘର ସମ୍ମୁଖରେ ଏହି  ବୋମାମାଡ ହୋଇଛିି । ଶନିବାର ବିଳମ୍ବିତ…