ଓଟିଟିରେ ରିଲିଜ କରିବ ରଣବୀରଙ୍କ ‘ଶମ୍ଶେରା’
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଶେଷ ଥର ପାଇଁ ସଞ୍ଜୟ ଦତ୍ତଙ୍କ ବାୟୋପିକ ସଞ୍ଜୁରେ ଦେଖିବାକୁ ମିଳିଥିଲା। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦୁଇ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା, ସେବେଠାରୁ ପ୍ରଶଂସକମାନେ ରଣବୀର କପୁରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ…