Latest Odisha News

BREAKING NEWS

ମାର୍ଚ୍ଚ ୨୫ରୁ ୩୧ ଯାଏଁ ବଜେଟ ଅଧିବେଶନ

ଭୁବନେଶ୍ୱର: ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ ।  ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା…

ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଲେ ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ରଣନୀତି । କାଲି ନାମାଙ୍କନ ଦାଖଲ ସରିଥିବା ବେଳେ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଆଜି ପ୍ରଥମେ ସୁଲୋଚନା ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ…

ପ୍ରତିବାଦ କରିବା ମହଙ୍ଗା ପଡିଲା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁବୃର୍ତ୍ତ । କେନ୍ଦ୍ରାପଡା ଜିଲ୍ଲା ରାଜ ନଗର ଚନ୍ଦ୍ରଶେଖର ପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।ମୃତକ ଜଣକ ହେଉଛନ୍ତି ବିଚିତ୍ରା ନନ୍ଦ ବିଶ୍ୱାଳ । ପ୍ରେମ ବ୍ୟାପାରକୁ ନେଇ ଏପରି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି…

ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ…

ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ ।  ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି…

ଅନ୍ତର୍ଜାତୀୟ ମହିଳା ଦିବସ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟରେ କହିଛନ୍ତି ନାରୀ ସଶକ୍ତି କରିଣ ପାଇଁ ଓଡିଶା ସବୁବେଳେ ପଦକ୍ଷେପ ନେଇଛି । ବିଭିନ୍ନ ଦିଗରେ ମହିଳାଙ୍କ…

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…

ବିଦ୍ୟୁତ ତାର ନେଲା ଦନ୍ତାର ଜୀବନ

ଅନୁଗୋଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ହାତୀଟି ମାଧପୁର ଜଙ୍ଗଲ ନିକଟରେ…

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍…