Latest Odisha News

BREAKING NEWS

ପୁସ୍ତକ ପରିଚୟ : କବିତା ସାରା ଜୀବନ

କବିତା ସାରା ଜୀବନ କବି : ସମରେନ୍ଦ୍ରନାଥ ମହାପାତ୍ର ପ୍ରକାଶକ : ଶ୍ରଦ୍ଧା ପବ୍ଲିକେସନ " କବିତା ପାଇଁ ସହିଲି ସବୁକିଛି ।ତଥାପି ଲେଖି ପାରିଲି ନାହିଁ କବିତାଟିଏ ଏଯାଏଁ ଠିକ୍ ସେ ଠିକ୍ ବାଗରେ ।ହୃଦୟରୁ ଚିପୁଡା , ରକ୍ତରେ ନିଗିଡା , ହାଡରେ ଗହୀରା ଶବ୍ଦ ମାନେ ଯେ ବହିଯାଆନ୍ତି ନିବିଡ…

ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ , ୪ ଆହତ

ଗଞ୍ଜାମ : ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ ।ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ନାମାଙ୍କନ ଦାଖଲ ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାରେ ଗୋଷ୍ଠୀ ସଂଘର୍ଷ ହୋଇଛି ।ଦୁଇ ଗୋଷ୍ଠ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ୪ ରୁ ଅଧିକ ଲୋକ…

ଆରବ ଗଠବନ୍ଧନ ସେନା ଆକ୍ରମଣରେ ନିହତ ହେଲେ ହୁତିର ଜେନେରାଲ

ଦୁବାଇ: ୟୁଏଇରେ ବିସ୍ଫୋରଣ ଘଟାଇଥିବା ଇରାନ ସମର୍ଥୀତ ହୁତି ବିଦ୍ରୋହୀଙ୍କୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ୟୁଏଇ ଏବଂ ଆରବ ଗଠବନ୍ଧନ ସେନାର ଏୟାର ଷ୍ଟ୍ରାଇକରେ ହୁତିର ଶୀର୍ଷ କମାଣ୍ଡର ମେଜର ଜେନେରାଲ ଅବଦୁଲ୍ଲା କାସିମ ଅଲ ଜୁନୈଦ ନିହତ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୨ ଭାରତୀୟ,…

ଟାର୍ଗେଟ୍‌ରେ ମୋଦୀ; ସତର୍କ କଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଭାରତର ୭୫ ତମ…

ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ବଡ ଘୋଷଣା , ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପୂର୍ବରୁ ରହିଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଯାଇଛି । ନିର୍ବାଚନ ଡ଼୍ୟୁଟିରେ ମୃତ୍ୟୁ ହେଲେ ଏଣିକି ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ,…

ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିବେ । । ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।ରାଜ୍ୟରେ ସଂକ୍ରମଣ ହାର ୧୦ରୁ ୧୧ ହଜାର ଭିତରେ ରହୁଛି ।…

ଓମିକ୍ରନ୍‌ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଚତୁର୍ଥ ଡୋଜ

ନୂଆଦିଲ୍ଲୀ: ଇସ୍ରାଏଲ୍ ହସ୍ପିଟାଲ୍‌ର ଏକ ରିପୋର୍ଟର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ଟିକାର ଚତୁର୍ଥ ଡୋଜ୍‌ ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ। ‌ ସେବା ହସ୍ପିଟାଲ ଗତ ମାସରେ ୨୭୦ ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚତୁର୍ଥ ଟିକା ଦେବା ଆରମ୍ଭ କରିଥିଲା।…

ଆଇପିଏଲ ୨୦୨୨: ଅହମ୍ମଦାବାଦ ଟିମ ସହିତ ଜଡିତ ହେଲେ ହାର୍ଦ୍ଦିକ, ରଶିଦ,ଶୁଭମନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ୨୦୨୨ ସଂସ୍କରଣରୁ ୨ଟି ନୂତନ ଟିମ ଜଡିତ ହେବେ । ମଙ୍ଗଳବାର ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାଁ ଓ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଛି । ପୂର୍ବରୁ ଆଶୀଷ ନେହେରାଙ୍କୁ ମୁଖ୍ୟ କୋଚ, ବିକ୍ରମ ସୋଲାଙ୍କିଙ୍କୁ ଟିମ ଡାଇରେକ୍ଟର ଓ ଗ୍ୟାରୀ…

ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ସହ ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି । ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ , ଭେଣ୍ଟିଲେଟର ୫ ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟିକ…

ପୁଣି ଘୁଞ୍ଚିବ ‘ଲାଲ୍‌ ସିଂ ଚଡ୍ଡା’ର ରିଲିଜ ଡେଟ୍‌!

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକସନ୍‌ନିଷ୍ଟ ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ 'ଲାଲ ସିଂ ଚଡ୍ଡା' ଏପ୍ରିଲ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ତେବେ, ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ପୁନର୍ବାର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି…