ପଞ୍ଜାବରେ ଆକ୍ସନ ମୋଡ୍ରେ ଇଡି; ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଧୀନରେ ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢଉ କରିଛି। ଏଜେନ୍ସି ଦ୍ୱାରା ଚଢଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବ ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି।
ମଙ୍ଗଳବାର…