Latest Odisha News

BREAKING NEWS

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ଆଇଏସଏସଏଫ ବିଶ୍ୱକପ ଶୁଟିଂ: ୫୦ ମିଟର ରାଇଫଲ ଟିମ ଇଭେଂଟରେ ବ୍ରୋଞ୍ଜ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଇଜିପ୍ଟରେ ଚାଲିଥିବା ଆଇଏସଏସଏଫ ରାଇଫଲ/ପିସ୍ତଲ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରବିବାର ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦ ମିଟର ରାଇଫଲ ୩ପି ମିକ୍ସଡ ଟିମ ଇଭେଂଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀୟଙ୍କା…

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା…

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ…

ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ : ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ

ମୋହାଲୀ: ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବ ବୃହତ ବିଜୟ । ଏଥିସହ ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର…

ମହିଳା ବିଶ୍ୱକପ କ୍ରିକେଟ: ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

ମାଂଉଟ ମନନୁଗେଇ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ ୧୦୭ ରନରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ସ୍ନେହା ରାଣା ୫୩ ଓ ପୂଜା ବସ୍ତ୍ରକାର ୬୭ ରନର ଚମତ୍କାର ଇନିଂସ…

କାନପୁର ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା

କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ ଅବତରଣ ସମୟରେ ଏହାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି…

ମାନସିକ ଚିନ୍ତାରୁ ସାଥୀ ଯବାନଙ୍କୁ ଗୁଳି ମାଡ଼, ପରେ ନିଜେ ନିଜକୁ ଗୁଳି କଲେ

ଅମୃତସର: ପଞ୍ଜାବ ଅମୃତସରରେ ଥିବା ବିଏସଏଫ ମୁଖ୍ୟାଳୟରେ ଯବାନଙ୍କ ଗୁଳିମାଡ଼ ଘଟଣା । ସାଥୀ ଯବାନଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ମୃତ ହେଲେ କଟପା । କଟପା ନାମକ ଯବାନ ଜଣକ ବହୁ ସମୟ ଧରି ମାନସିକ ଚିନ୍ତାରେ ରହି ଆସୁଥିଲେ ବୋଲି ଜଣା ପଡ଼ିଥିଛି । ଏଥିପାଇଁ ଅଧିକ ତଦ୍ତ ଜାରି…

ନରାଜରେ ପୁଣି ଫସିଲେ ହାତୀ, ଉଦ୍ଧାର ପାଇଁ ବନ ବିଭାଗର ତତ୍ପରତା

କଟକ: ପୁଣି ଆଜି ନରାଜ ବ୍ୟାରେଜରେ ଫସିଲେ ଦାତୀ । କଟକ ନରାଜ ବ୍ୟାରେଜ ନିକଟରେ ୨ଟି ହାତୀ ପାଣି ପିଇବାକୁ ଆସି ଫସି ରହିଥିବା ଖବର ରହିଛି । ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ହତୀମାନଙ୍କୁ ଜଗି ରହିଛି । ଖବର ଅନୁସାରେ, ରବିବାର ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସି…

କଟପାଙ୍କ ଆଖିବୁଜା ଗୁଳି ଚାଳନାର କାରଣ ଅସ୍ପଷ୍ଟ, ୫ ବିଏସଏଫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି । ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏହି ଗୁଳିକାଣ୍ଡ କଟପା ନାମକ ଜଣେ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ଘଟିିଛି ।…