ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅନେକ ମତ ଓ ଧର୍ମଧାରା ର ସମନ୍ୱୟ ଭାବକୁ ପରିପ୍ରକାଶ କରି ଆଜି ସାରା ବିଶ୍ୱରେ ଆଦୃତ । ଅକ୍ଷରିକ ଭାବରେ "ଧରାୟତେ ଇତି ଧର୍ମ " । ଅର୍ଥାତ ଯାହାର ଧାରଣ କରିବାର…