ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ
ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ
ଏବେ ବି ମୁଁ ପାରିନାହିଁ ଭୁଲି
ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା
ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ
ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ
ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ ।
କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି
ଆଉ…