Latest Odisha News

BREAKING NEWS

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶୁ ବ୍ୟବସାୟୀ ସଂଘର ବିକ୍ଷୋଭ

ଭଦ୍ରକ: ପଶୁ ବ୍ୟବସାୟୀ ସଂଘଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପଶୁ ଚାଷ କରି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ଆଇନ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ସହଯୋଗ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏନେଇ…

ଆତ୍ମହତ୍ୟା ନାଟକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ସ୍କୁଲ କଲେଜ ସବୁ ବନ୍ଦ। ବାର୍ଷିକ ପରୀକ୍ଷା ପରେ ଖରାଛୁଟିରେ ସମସ୍ତଙ୍କ ପାଖରେ ପ୍ରାୟ କୌଣସି କାମ ନାହିଁ। ଏହି ସମୟକୁ ଆମେ ଗାଁ ପିଲାମାନେ ଦୁଇଟା ଉପାୟରେ ବିନିଯୋଗ କରୁ। ଦିନବେଳେ ଘରେ ପେଟେ ପଖାଳ ଟାଙ୍କିଦେଇ ଗାଁ ପାହାଡ଼…

ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ମିଳିବ ଦରମା

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ। ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ…

ବିଦାୟୀ ବର୍ଷର କିଛି କଥା କିଛି ବ୍ୟଥା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ ବର୍ଷଗୁଡିକର କ୍ୟାଲେଣ୍ଡର ବଦଳି ଯାଇଥିଲେ ବି ଯେମିତି ସମାଜ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେମିତି ସମସ୍ୟାର ବଳୟ ଭିତରେ ମଣିଷ ଅଣନିଃଶ୍ବାସୀ ହୋଇ ପଡ଼ୁଛି । ଜଣାପଡୁଛି ଯେ ହିଂସା କେବଳ ଭୟ, ଅସତ୍ୟ ଏବଂ ଆକ୍ରୋଶର ପ୍ରାଧାନ୍ୟ ଦେଇନାହିଁ, ବରଂ…

ବଡ ପରଦାକୁ ଫେରିବେ ଅନୁଷ୍କା!

ମୁମ୍ବାଇ: ବଲିଉଡ୍‌ ଅଭି‌ନେତ୍ରୀ ଅନୁଷ୍କା ଶର୍ମା ମା ହେବା ପରେ କେବେ ଫିଲ୍ମରେ ପାଦ ଦେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ପ୍ରଶଂସକମାନେ ତାଙ୍କ ଅଭିନୟ ଦୁନିଆକୁ ଫେରିବା ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୂଚନା ଅନୁଯାୟୀ ଅନୁଷ୍କା ତିନୋଟି ବଲିଉଡ ପ୍ରୋଜେକ୍ଟରେ ଅଭିନୟ…

[ଭିଡିଓ] ମାଲକାନଗିରିରେ ମାଟି ତଳୁ ବିପୁଳ ପରିମାଣର ଔଷଧ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଣି ମାଲକାନଗିରି ପୋଲିସକୁ ସଫଳତା । ମାଟି ତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଯବାନମାନେ ବିପୁଳ ପରିମାଣର ଔଷଧ ସହ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ ଟି ଟିଫିନ୍ ବୋମା , ୨ ଟି ପ୍ରେସର ଆଇଡି , ୨ ଟି ଏମ ଏମ ବଲ ଆମୁନେଓ , ଗୋଟିଏ ଇନଶାସ…

କୌଣସି ଦ୍ୱନ୍ଦ ନାହିଁ, ଆସନ୍ତା ୩ ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ଆଶଙ୍କା ଭିତରେ ଖୋଲୁଛି ସ୍କୁଲ । କୌଣସି ଦ୍ୱନ୍ଦ ରଖିବାର କିଛି କାରଣ ନାହିଁ । ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ନିଷ୍ପତ୍ତି ହୋଇସାରିଛି । ସେହି ଅନୁସାରେ ଏସଓପି ଜାରି ସରିଛି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଗୁରୁବାର ଗତରାତିରେ ଶ୍ରୀନଗର ଉପକଣ୍ଠରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ସୂଚନା ଦେଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଚଳିତ ମାସ ପ୍ରାରମ୍ଭରେ ପୋଲିସ ବସ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ । ପନ୍ଥାଚୌକରେ…

ଆଶେସ ସିରିଜରେ ପଂହଚିଲା କରୋନା

ମେଲବୋର୍ଣ୍ଣ: ଆଶେସ ସିରିଜରେ ପଂହଚିଲା କରୋନା । ୪ର୍ଥ ଟେଷ୍ଟ ଠିକ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା କବଳରେ ପଡିଛନ୍ତି । ତାଙ୍କ ସ୍ଥ୍‌ାନରେ ଉସମାନ ଖ୍ୱାଜାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେ ୨୦୧୯ ପରଠାରୁ କୌଣସି ଟେଷ୍ଟ ମ୍ୟାଚ ଖେଳି…

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ…