Latest Odisha News

BREAKING NEWS

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଯବାନ ଗୁରୁତର ଅନେକ ମାଓବାଦୀ ନିହତ ସୂଚନା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ।ଅନେକ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି ।ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ପାଲଚାଲମା ଜଙ୍ଗଲରେ ମାଓ…

ନୂଆବର୍ଷରେ ଫୁଲତୋଡା ଦେଇ ଶୁଭେଚ୍ଛା ମନା , ସରକାରୀ କର୍ମଚାରୀ ଏକାଠି ହେବାକୁ ବାରଣ

ଭୁବନେଶ୍ୱର : ଓମିକ୍ରୟ ଭୟ ନେଇ ନୂଆ ବର୍ଷ ପାଇଁ କଟକଣା ଜାରି । ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଇଁ କୌଣସି କର୍ମଚାରୀ ଏକାଠି ହେବା ନେଇ ମନା କରାଯାଇଛି । କୌଣସି ଅଧିକାରୀଙ୍କୁ ନୂଆ ବର୍ଷ ପାଇଁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇବା ପାଇଁ ବାରଣ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ…

ପୁଣି ଅଡୁଆରେ ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’

ନୂଆଦିଲ୍ଲୀ: ନିକଟରେ ଅକ୍ଷୟ କୁମାରଙ୍କ ପୃଥ୍ବୀରାଜ ଉପରେ ଅଜମେରରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ରାଜସ୍ଥାନର ଗୁରୁଜାର ସମ୍ପ୍ରଦାୟ ଚେତାବନୀ ଦେଇଛନ୍ତି ଯେ ଯଦି ଏଥିରୁ ‘ରାଜପୁତ’ ଶବ୍ଦ ନହଟାଯାଏ ତେବେ ଆଗାମୀ ପିରିୟଡ ଡ୍ରାମାର ସ୍କ୍ରିନିଂ ବନ୍ଦ କରିବାକୁ ଧମକ ଦେଇଛନ୍ତି। ୨୦୨୦ରେ…

ନାଇଟ୍ କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ତରଫରୁ କଟକଣା କରାଯାଇଛି । ହେଲେ ନାଇଟ୍ କର୍ଫ୍ୟୁବେଳେ ବାଦ୍ ପଡ଼ିବ ଜରୁରୀ ସେବା । ନାଇଟ୍ କର୍ଫ୍ୟୁ କଟକଣାରୁ କିଛି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ…

ନୂଆବର୍ଷ ପାଇଁ ଅଲାରନାଥ ଓ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି : ଓମିକ୍ରନ ଭୟ ସହ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ ସମସ୍ତ ଧାର୍ମିକଅନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଛି । ଏଥିସହ ନୂଆ ବର୍ଷରେ ଜନଗହଳିକୁ ରୋକିବା ପାଇଁ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଅଲାରନାଥ ଓ ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି କରାଯାଇଛି । ନୂଆ ବର୍ଷରେ…

ଓମିକ୍ରନ୍‌ ଭୟ; ୧୫ ଯାଏ ଲାଗୁ ହେଲା କଡା ନିୟମ

ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପ୍ରତିବନ୍ଧକକୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ। ପ୍ରଶାସନ…

କୋଭିଡ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ: କମିଶନରେଟ୍ ପୋଲିସ

ଭୁବନେଶ୍ୱର: ପୋଲିସ କମିଶନରଙ୍କ କଡ଼ା ଚେତାବନୀ । ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କୋଭିଡ ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହିଭଳି ଚେତାବନୀ ଦେଇଛନ୍ତି ଦ୍ୱୈତ ନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ…

ସାହିତ୍ୟ ପରିକ୍ରମା ୨୦୨୧

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ…

ମୁଣ୍ଡେଇଲୋ ଗାଁରେ ହାତୀପଲଙ୍କ ତାଣ୍ଡବ, ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଢେଙ୍କାନାଳ : ତାଣ୍ଡବ ରଚୁଛନ୍ତି ହାତୀ । ନଷ୍ଟ କରୁଛନ୍ତି ଏକର ଏକର ଫସଲ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁର ହାତୀ ପଲ୍ଲ ତାଣ୍ଡବ ଖେଳାଉଛନ୍ତି ।ଫଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ…

୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ମିଳିବ ଘର

ଭୁବନେଶ୍ୱର: ଜାଗା ମିଶନର ଏଣିକି ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ମିଳିବ ଘର। ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍।  ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିସନ୍ ଯୋଜନା କାର୍ଯ୍ୟକାରୀ କରାଯିବା…